ମତପାର୍ଥକ୍ୟ ଦୂରେଇ ଜୋ ବାଇଡେନ୍ଙ୍କ ସହ କାମ କରିବାକୁ ଚୀନ୍ର ପ୍ରସ୍ତାବ
ଓ୍ଵାସିଂଟନ୍: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ଲାଗି ଚୀନ୍ର ଶୀର୍ଷସ୍ତରୀୟ କୂଟନୀତିଜ୍ଞ ପ୍ରସ୍ତାବ ଦେବା ସହ ଚେତାଇ ଦେଇଛନ୍ତି ଯେ, ବେଜିଙ୍ଗ୍ର ଅନେକ ଆମେରିକୀୟ ସମାଲୋଚକ ‘ପ୍ରମାଣ ନ ଥିବା କମ୍ୟୁନିଷ୍ଟ୍ ବିରୋଧୀ’ ବାତାବରଣ!-->…