Browsing Tag

america

ମତପାର୍ଥକ୍ୟ ଦୂରେଇ ଜୋ ବାଇଡେନ୍‌ଙ୍କ ସହ କାମ କରିବାକୁ ଚୀନ୍‌ର ପ୍ରସ୍ତାବ

ଓ୍ଵାସିଂଟନ୍‌: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ଲାଗି ଚୀନ୍‌ର ଶୀର୍ଷସ୍ତରୀୟ କୂଟନୀତିଜ୍ଞ ପ୍ରସ୍ତାବ ଦେବା ସହ ଚେତାଇ ଦେଇଛନ୍ତି ଯେ, ବେଜିଙ୍ଗ୍‌ର ଅନେକ ଆମେରିକୀୟ ସମାଲୋଚକ ‘ପ୍ରମାଣ ନ ଥିବା କମ୍ୟୁନିଷ୍ଟ୍‍ ବିରୋଧୀ’ ବାତାବରଣ…

ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଘୋଷଣା କଲା ଇଲେକ୍ଟୋରାଲ କଲେଜ; ୩୦୬-୨୩୨ ଭୋଟରେ ଟ୍ରମ୍ପ ପରାସ୍ତ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡ଼େନ ବିଜୟୀ ହୋଇଥିବା ପୂର୍ବରୁ ନିଶ୍ଚିତ ହୋଇଛି । ମାତ୍ର ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବିଧିବଦ୍ଧ ମନୋନୀତ କରିଛି । ବାଇଡ଼େନ୍…

ଜୋ ବାଇଡେନ୍ ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ‌ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ନଭେମ୍ବର ମାସରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି। ରାଷ୍ଟ୍ରପତି ହେବା ନିମନ୍ତେ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସ୍‌ମିଟ୍‌ ଚାଲିଥିବା ବେଳେ ହ୍ୱାଇଟ ହାଉସ୍‌ ବାହାରେ ଫୁଟିଲା ଗୁଳି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେକରାଯାଉଥିବା ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଛି । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା…

ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀରାମଙ୍କ ଭୂମିପୂଜନ ଉତ୍ସବ ଦେଖିବା ପାଇଁ ଅଟକିଗଲା ପୂରା ପୃଥିବୀ । ଆମେରିକା ଓ ଇଂଲଣ୍ଡରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ଅଯୋଧ୍ୟା ୦୭/୦୮: ଅଯୋଧ୍ୟା ଉପରେ ଅଟକିଗଲା ସାରା ବିଶ୍ୱର ନଜର । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ହୋଇଥିବା ଭୂମି ପୂଜନ ସମାରୋହର ସାକ୍ଷୀ ବନିଛନ୍ତି ବିଶ୍ୱର ଅନେକ ଦେଶ । ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ…

ସାବଧାନ !! ଚାଇନାରୁ ଆସୁଛି ରହସ୍ୟମୟ ମଞ୍ଜି : ଘାରୁଛି ଚୀନ ପ୍ରାୟୋଜିତ ଆଉ ଜୈବ ଆତଙ୍କବାଦର ଭୟ !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ବିଭିନ୍ନ ଦେଶର ଲୋକମାନେ ପାର୍ସଲ ମାଧ୍ୟମରେ ଏକ ରହସ୍ୟମୟ ମଞ୍ଜି ପାଉଛନ୍ତି । ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି ।…

ଆପଲ୍‌ ଚାଇନା ଷ୍ଟୋର୍‌ରୁ ୨୯,୮୦୦ ଆପ୍‌ ହଟାଇଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା​ ସ୍ମାର୍ଟଫୋନ୍‌ ନିର୍ମାତା ‘ଆପଲ୍‌’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍‌କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍‌-ଲାଇନ୍‌ ଖେଳ ରହିଥିବା ପ୍ରକାଶ ।…

ରାମ ମନ୍ଦିର ଭୂମିପୂଜା ସମୟରେ ଆମେରିକାର ହିନ୍ଦୁ ମନ୍ଦିର ଗୁଡ଼ିକରେ ରାଷ୍ଟ୍ରୀୟ ପ୍ରାର୍ଥନା ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ୱାଶିଂଟନ୦୩/୦୮: ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜନ । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା (Online National Anthem) ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି…

ଚାଇନିଜ୍ ଆପ୍ ଟିକଟକ୍‌କୁ କିଣିବ ମାଇକ୍ରୋସଫ୍ଟ ! ଆଗେଇଲାଣି କଥାବାର୍ତ୍ତା

ନ୍ୟୁୟର୍କ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: ଚାଇନିଜ୍ ଆପ୍ ଟିକଟକ୍‌କୁ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରାଯାଇଛି । ଏହାପରେ ଆମେରିକାରେ ମଧ୍ୟ ଏହାକୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସଚିବ ମାଇକ ପାମ୍ପିଓ…

ଆମେରିକାର କୋଭିଡ ଟିକା ‘ମଡର୍ଣ୍ଣା ଭାକ୍ସିନ’ ଉପରେ ଏବେ ଚୀନର‌ ସରକାରୀ ହ୍ୟାକରଙ୍କ ଟାର୍ଗେଟ ! !

ଓ୍ୱାସିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୮ : ଆମେରିକାର ଅଗ୍ରଣୀ ଭେଷଜ କମ୍ପାନି 'ମଡର୍ଣ୍ଣା' ଦ୍ବାରା ବିକଶିତ କୋଭିଡ୍‌ ଟିକାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ହଡ଼ପ କରିନେବା ପାଇଁ ଚୀନୀ ସରକାରଙ୍କ ସହ ସଂପୃକ୍ତ ସାଇବର ହଡ଼ପକାରୀମାନେ ଉଦ୍ୟମ କରିଥିଲେ ବୋଲି ଆମେରିକୀୟ ସୁରକ୍ଷା ସଂସ୍ଥା…
error: Content is protected !!
Open chat