Browsing Tag

come

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସିବେ। ସେ…

ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାମ୍ନାକୁ ଆସନ୍ତୁ : କ୍ରାଇମବ୍ରାଞ୍ଚ…

କଟକ: ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଓ ଠକାମିର ଶିକାର ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ସାମ୍ନାକୁ ବାହାରି ପୁଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ  ଆକାଶ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ…

ପ୍ରେମ ସଂପର୍କ ଭାଙ୍ଗିବା ପରେ ଅଧିକାଂଶ ଦୁଷ୍କର୍ମ ମାମଲା ଦାଏର କରାଯାଉଛି : ଛତିଶଗଡ଼ର ମହିଳା ଆୟୋଗ ମୁଖ୍ୟ

ଭୋପାଳ: ଦେଶରେ ଅଧିକାଂଶ ଦୁଷ୍କର୍ମ ମାମଲା ପ୍ରେମ ସଂପର୍କ ଭାଙ୍ଗିବା ପରେ ହିଁ ଦାଏର କରାଯାଇଥାଏ। ଯେତେବେଳେ ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହୁଏ ବା ଭାଙ୍ଗିଯାଏ, ସେତେବେଳେ ଅଧିକାଂଶ ମହିଳା ଦୁଷ୍କର୍ମ ମାମଲା ଦାଏର କରିଥାନ୍ତି ବୋଲି କହିଛନ୍ତି ଛତିଶଗଡ଼ର ମହିଳା ଆୟୋଗ ଅଧ୍ୟକ୍ଷା କିରଣମୟୀ…
error: Content is protected !!
Open chat