Browsing Tag

corona

ଟିକା ପାଇଁ କିଛି ସପ୍ତାହର ଅପେକ୍ଷା – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ

ଦେଶରେ କୋଭିଡ -୧୯ ସଂକ୍ରମଣ ମାମଲା ହ୍ରାସପାଉଛି। ଫଳରେ ଏବେ ଦେଶରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି। ଆଜି କରୋନା ମହାମାରୀ ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ…

‘କୋଭିସିଲ୍ଡ’ର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ବ୍ରିଟିଶ ଫାଇଜର୍‌ ପରେ ଏବେ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଭାରତରେ କରୋନା ଟିକା ‘କୋଭିସିଲ୍‌ଡ’ର ବ୍ୟବହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି। ଜରୁରିକାଳୀନ ଉପଯୋଗ ପ୍ରାଧିକରଣ ଅଧୀନରେ କମ୍ପାନୀ ଏହି ଅନୁମତି ମାଗିଛି। ତେବେ ଏପରି ଆବେଦନ କରିବାରେ ସେରମ୍‌…

ଆସାମରେ ଜାନୁଆରୀ ୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। ଏଭଳି ସମୟରେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ମାତ୍ର ଷଷ୍ଠ,…

ଆଜି ଠାରୁ ମୋଦୀଙ୍କ ‘ଜନ ଆନ୍ଦୋଳନ’- ଔଷଧ ନ ଆସିବା ଯାଏଁ ଢିଲା ନାହିଁ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି , ଏହାକୁ ନେଇ ସଭିଁଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି , ଔଷଧ…

ରାଜ୍ୟରେ ମନ୍ଦିର ଖୋଲିବା ନେଇ ମିଳିଲା ସଂକେତ, ମନ୍ଦିର ପ୍ରଶାସନକୁ ଚିଠି ଜାରି କଲେ ସରକାର

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୮-୧୦-୨୦ : ମହାମାରୀ କରୋନା ଭାଇରସ୍‌ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ରାଜ୍ୟ ସରକାର। କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର…

ଚାରିଧାମ ଦେବସ୍ଥାନମ ବୋର୍ଡକୁ ୫ କୋଟି ଲେଖାଏଁ ଦାନ କଲେ ଅନନ୍ତ ଅମ୍ବାନୀ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : ଉତ୍ତରାଖଣ୍ଡର ଚାରିଧାମ ଦେବସ୍ଥାନମ ବୋର୍ଡକୁ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀଙ୍କ ପରିବାର ତରଫରୁ ୫ କୋଟି ଟଙ୍କା ଦାନ କରାଯାଇଛି । ମୁକେଶଙ୍କ ପୁଅ ଅନନ୍ତ ଏହି ଦାନ କରିଛନ୍ତି । କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ଯୋଗୁ ଏହି…

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ : ଆଇସିଏମ୍‌ଆର୍‌ ମୁଖ୍ୟ ଡ. ବଳରାମ ଭାର୍ଗବ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ଟିକା ଉପରେ ଏବେ ସାରା ବିଶ୍ୱର ନଜର । ଅନେକ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । କିନ୍ତୁ କୌଣସି ଟିକା ବର୍ତ୍ତମାନସୁଦ୍ଧା ବଜାରରେ ବିକ୍ରି ନିମନ୍ତେ ଅନୁମତି ପାଇନି । ପରୀକ୍ଷଣରେ ମୁଖ୍ୟତଃ ଟିକାର ସୁରକ୍ଷା ଏବଂ…

ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ଙ୍କ ପୁନର୍ବାର ଦାବି : ଊହାନ୍ ଲ୍ୟାବ୍‌ରେ ସୃଷ୍ଟି କରୋନା ଭାଇରସ୍ ମନୁଷ୍ୟକୃତ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ପୁନର୍ବାର ତାଙ୍କ ଦାବି ଉପସ୍ଥାପନ କରି କହିଛନ୍ତି ଯେ ଚୀନ୍ ଊହାନ୍ ପରୀକ୍ଷାଗାରରେ କରୋନାଭାଇରସ୍ ତିଆରି କରିଛି। ନିକଟରେ ‘ୱିଅନ୍‌’ ସହ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, କୋଭିଡ୍-୧୯ ବିସ୍ତାର…

ଆଣବିକ ବୈଜ୍ଞାନିକ ଶେଖର ବସୁଙ୍କ କରୋନାରେ ଦେହାନ୍ତ

କଲକାତା/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :  ଆଣବିକ ବୈଜ୍ଞାନିକ ପଦ୍ମଶ୍ରୀ ଡା. ଶେଖର ବସୁଙ୍କର ଗୁରୁବାର କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ବସୁ କରୋନାରେ ଆକ୍ରାନ୍ତ ହୋଇ କଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…

ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ବିଳମ୍ବ ହେଉଥିବାରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି…
error: Content is protected !!
Open chat