Browsing Tag

corona

କରୋନା ଟେଷ୍ଟିଂ ପାଇଁ ଦେଶରେ ତିଆରି ହୋଇଥିବା ‘ଫେଲୁଦା’କୁ ଡିସିଜିଆଇ ଅନୁମତି କମ୍‌ ଖର୍ଚ୍ଚ, କମ୍‌ ସମୟରେ ହେବ ନମୁନା…

ଆର୍‌ଟି-ପିସିଆର୍‌ ପରୀକ୍ଷା ଭଳି ଦେଉଛି ଫଳାଫଳ ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢ଼ିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କୋଭିଡ ସିଆର୍‌ଆଇଏସ୍‌ପିଆର୍‌ ଟେଷ୍ଟିଂ କିଟ୍‌ ‘ଫେଲୁଦା’କୁ ଡ୍ରଗ କଣ୍ଟ୍ରୋଲର…

ଭାରତକୁ ୧୦କୋଟି କରୋନା ଟିକା ଡୋଜ ବିକିବ ରୁଷ୍‌

ମସ୍କୋ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଭାରତକୁ ୧୦କୋଟି କରୋନା ଟିକା ‘ସ୍ପୁଟିନିକ-ଭି’ ବିକ୍ରି କରିବ ରୁଷ୍। ରୁଷର ସଭରେନ ୱେଲଥ୍‌ ଫଣ୍ଡ ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଡକ୍ଟର ରେଡ୍ଡିକୁ ଏହି ଟିକା ବିକ୍ରି କରିବାକୁ ସମ୍ମତି ପ୍ରକାଣ କରିଛି। ଏଥିପାଇଁ ରୁଷର…

ମୃତ୍ୟୁ ଏମିତି ବି ଆସେ ? ଡ୍ୟୁଟି ସମୟରେ ଟଳି ପଡିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ଏମିତି ବି ଆସେ ମୃତ୍ୟୁ । କରୋନା ପରିସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଥିବାବେଳେ ସେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ୭୦ ବର୍ଷ ବୟସରେ ମଧ୍ୟ ବିଏମ୍‌ସିର ଜଣେ ସଫେଇ କର୍ମଚାରୀ ଭାବେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ…

କରୋନା କବଳରେ କମିଶନରେଟ୍‌ ପୁଲିସ: ୮୦୦ ସିପାହୀ ସମେତ ହୋମ୍‌ ଆସୋଲେସନରେ ସିପି , ଡିସିପି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୧୦/୦୯: କରୋନା ଲଢ଼େଇରେ ଫ୍ରଣ୍ଟଫୁଟ୍‌ର ସିପାହୀ ସାଜିଥିବା ପୁଲିସ ବାହିନୀ ଏବେ ବିପଦରେ । ମାରାତ୍ମକ ‘କରୋନା’ ବ୍ୟାଧି ଭାଇରସ କମିଶନରେଟ୍‌ ପୁଲିସର ଚାରିଆଡେ ଗ୍ରାସି ଗଲାଣି । ଅଦୃଶ୍ୟ ଶତ୍ରୁ ସହ ଲଢ଼ୁଥିବା ୮୦୦ରୁ ଅଧିକ ସିପାହୀ ପଜିଟିଭ୍‌…

ରାଜ୍ୟରେ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରି OJEE ପରୀକ୍ଷା ସ୍ଥଗିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୮/୦୯:ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସ୍ଥଗିତ ହୋଇଛି । ଆସନ୍ତା ୯ ତାରିଖ (ବୁଧବାର)ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା । କିନ୍ତୁ ରାଜ୍ୟରେ କରୋନା ମହାମାରୀରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ…

‘ଫେସ୍ ମାସ୍କ ଏଟିଏମ୍, ୫ଟଙ୍କିଆ କଏନ୍ ପକାଇ ପାଇପାରିବେ ସୁତାର ମାସ୍କ

କଳିଙ୍ଗ ଜ୍ୟୋତି ବ୍ୟୁରୋ ସାହାରନପୁର ୦୭/୦୯ : କରୋନା ଭାଇରସ୍ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡିଛି। ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପରାମର୍ଶ। କରୋନା ସଂକ୍ରମଣକୁ ଦୂର କରିବା ପାଇଁ ମାସ୍କ ଖୁବ୍ ଦରକାରୀ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର…

ହୋମ୍ ଆଇସୋଲେସନ୍ ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୬/୦୯: ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଅଞ୍ଚଳରେ ଥିବା ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ଉଭୟ ହୋମ୍‌ ଓ ପେଡ୍ ଆଇସୋଲେସନ୍‌ ଉପରେ ବିଏମ୍‌ସି କଡ଼ା…

୨୦୨୧ରେ ଭାରତର କିଛି ଅଞ୍ଚଳରେ ରହିବ କରୋନା ପ୍ରଭ‌ାବ: ଏମ୍ସ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : ଦେଶରେ ବଢ଼ୁଥିବା କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଆଜି ଭାରତରେ ମୋଟ କରୋନା ସଂକ୍ରମଣ ୪୦ଲକ୍ଷ ଅତିକ୍ରମ କରିଛି। ଏଥିସହିତ ୩୧ଲକ୍ଷରୁ ଅଧିକ କରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ…

ରାଜଧାନୀର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ : ୭୭ହଜାର ସଂକ୍ରମିତ, ୫.୧୫% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୫/୦୯: ରାଜଧାନୀରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଆରଏମ୍‌ଆରସି ପକ୍ଷରୁ ବିଏମ୍‌ସିକୁ ରିପୋର୍ଟ ଦିଆଯାଇଛି। ଭୁବନେଶ୍ୱରରର ପ୍ରାୟ ୭୭ହଜାର ଲୋକେ ନିଜ ଅଜାଣତରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ସହରରେ ସଂକ୍ରମଣ…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ: ଆସନ୍ତା ବର୍ଷ ମଧ୍ୟ ଭାଗ ପରେ ସାର୍ବଜନୀନ ହୋଇପାରେ କରୋନା ଟୀକା

ଜେନେଭା/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : କରୋନା ସଂକ୍ରମଣ ବୃଦ୍ଧି ଜନିତ ଆଶଙ୍କା, କରୋନା ଟୀକା ଉଦ୍ଭାବନ ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି କହିଛନ୍ତି…
error: Content is protected !!
Open chat