Browsing Tag

COVISHIELD

କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବଜାରରେ ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ ୨୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ସହ ଲଢେଇ କରିବାକୁ ଜାରି ରହିଛି ଟିକାକରଣ। ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା। ଡିସିଜିଆଇ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର କମ୍ପାନୀକୁ

ନୂଆବର୍ଷରେ ଖୁସିର ଖବର: କରୋନା ଟିକା କୋଭିସିଲ୍ଡକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଓ ଆସ୍ତ୍ରାଜେନେକା ଦ୍ୱାରା ବିକଶିତ ଟିକା ‘କୋଭିସିଲ୍ଡ’କୁ ଅନୁମତି ମିଳିଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାର ବିଶେଷଜ୍ଞ କମିଟି ଏହି ଟୀକାର ବ୍ୟବହାରକୁ ନେଇ ହୋଇଥିବା ଆବେଦନକୁ

କିଛି ସପ୍ତାହରେ ଟିକାକୁ ମିଳିବ ଅନୁମତି : ଡୋଜ୍‌ ପ୍ରତି ୨୫୦ ଟଙ୍କାରେ ଦେବ ସିରମ

ନୂଆଦିଲ୍ଲୀ : ରୁଷ୍‌ରେ କରୋନା ଟିକା ସ୍ପୁଟନିକ୍‌-୫ର ଗଣ ଟିକାଦାନ ଆରମ୍ଭ ହୋଇଥିବାବେଳେ ଆଜି ଫାଇଜର ପ୍ରସ୍ତୁତ ଟିକାକୁ ବ୍ରିଟେନ ସର୍ବସାଧାରଣରେ ଦେବା ଆରମ୍ଭ କରିଛି। ବ୍ରିଟେନର ଜଣେ ୯୦ ବର୍ଷୀୟ ମହିଳା ଫାଇଜର ଟିକା ନେଇଛନ୍ତି। ଅନ୍ୟପକ୍ଷରେ ଭାରତରେ ମଧ୍ୟ ଆଉ କିଛି ସପ୍ତାହ ପରେ କରୋନା

ଆଇସିଏମଆର ଦେଲା ଭଲ ଖବର : ଶେଷ ପର୍ଯ୍ୟାୟରେ ଭାରତର ୩ଟି କରୋନା ଟିକାର ମାନବ ପରୀକ୍ଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮ : ସାରା ବିଶ୍ୱ ମହାମାରୀ କରୋନା ଭାଇରସକୁ ମାତ ଦେଇପାରୁ ଥିବା ଟିକା ବାହାର କରିବାରେ ଲାଗିଛି। ଏହି ଟିକା ବାହାର କରିବା ରେସରେ ଭାରତ ମଧ୍ୟ ପଛରେ ପଡ଼ିନାହିଁ। ଭାରତରେ ୩ଟି କରୋନା ଟିକାର ମାନବ ପରୀକ୍ଷଣ ଭିନ୍ନଭିନ୍ନ ଷ୍ଟେଜରେ ରହିଥିବା ଆଜି

୭୩ଦିନ ମଧ୍ୟରେ ଭାରତକୁ ଆସିବ କରୋନା ଟିକା ‘କୋଭିଶିଲ୍ଡ’, ଭାରତୀୟମାନଙ୍କୁ ମାଗଣା କରୋନା ଟିକା ପ୍ରଦାନ କରିବେ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ଭାରତରେ ପ୍ରଥମ କରୋନା ଟିକା ‘କୋଭିଶିଲ୍ଡ’ ୭୩ ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ | ପୁଣେ ଭିତ୍ତିକ ବାୟୋଟେକ୍ କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା କୋଭିଶିଲ୍ଡ ବିକଶିତ ହେଉଛି | ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର

ଅକ୍ସଫୋର୍ଡ ଭ୍ୟାକ୍ସିନ COVISHILD ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡିସିଜିଆଇର ସେରମ୍…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: କରୋନା ସଙ୍କଟ ମଧ୍ୟରେ କୋଭିଡ ଭ୍ୟାକ୍ସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି । ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇର ଅନୁମତି ମିଳିଛି । ଅକ୍ସଫୋର୍ଡ ଟିକାର ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି
error: Content is protected !!
Open chat