Browsing Tag

DISPUTES

କେନ୍ଦ୍ର-ପଶ୍ଚିମବଙ୍ଗ ଟକ୍କର, କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ୩ ଆଇପିଏସ ଅଧିକାରୀଙ୍କୁ ଛାଡିବେନି ମମତା ବାନାର୍ଜୀ

ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଡେପୁଟେସନରେ ପଠାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମମତା ସରକାର କହିଛନ୍ତି ଯେ ସେମାନେ ଏହି ଅଧିକାରୀମାନଙ୍କୁ ପଠାଇବେ ନାହିଁ। ଗୃହ ମନ୍ତ୍ରାଳୟ ଏ ସମ୍ପର୍କିତ ପତ୍ର ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ପାଇଥିବା ସୂଚନା…

‘ଶିବସେନା ଏବେ ସୋନିଆ ସେନା’ : କଙ୍ଗନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବଇ ୧୧/୦୯ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ କେନ୍ଦ୍ରକରି ରାଜନୀତି ଆହୁରି ଘନୀଭୂତ ହୋଇଛି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସେ ‘ତୁ’ ବୋଲି ସମ୍ବୋଧନ କରିବା ଓ କିଛି ଅଶାଳୀନ ତଥା ଉତ୍ତେଜକ ମନ୍ତବ୍ୟ…

ଲଦାଖ ସଂଘର୍ଷ ପରେ ଦକ୍ଷିଣ ଚୀନ୍ ସାଗରକୁ ଯୁଦ୍ଧପୋତ ପଠାଇଥିଲା ଭାରତୀୟ ନୌସେନା: ରିପୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮ : ପୂର୍ବ ଲଦାଖର ଗଲ୍‌ୱାନ୍ ଉପତ୍ୟକା ସଂଘର୍ଷ ପରେ ପରେ ଭାରତୀୟ ନୌସେନା ତା’ର ଗୋଟିଏଫ୍ରଣ୍ଟ୍‌ଲାଇନ୍ ଯୁଦ୍ଧପୋତ ଦକ୍ଷିଣ ଚୀନ୍ ସାଗରରେ ମୁତୟନ ପାଇଁ ପ୍ରେରଣ କରିଥିଲା। ଭାରତର ଏଭଳି ପଦ‌େକ୍ଷପରେ ଅସନ୍ତୁଷ୍ଟ ହୋଇଥିବା ଚୀନ୍ ଉଭୟ ପକ୍ଷର ଆଲୋଚନା…

ସୀମା ବିବାଦ ନେଇ ସିଡିଏସ୍‍ ବିପିନ ରାୱତ ଚୀନକୁ ଦେଲେ ସାମରିକ କାର୍ଯ୍ୟାନୁଷ୍ଠାନ ଚେତାବନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଚୀନ ସହିତ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‍) ଜେନେରାଲ ବିପିନ ରାୱତ। ସୋମବାର ଜେନେରାଲ ରାୱତ କହିଛନ୍ତି ଯେ ଚୀନ ସହିତ ସୀମା…

ବର୍ଷକ ପାଇଁ ଅଲଗା ହେଲେ ଭିଭୋ – ବିସିସିଆଇ : ଭାରତୀୟ କ୍ରିକେଟ୍ ବୋର୍ଡର ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ଘୋଷଣା

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : ଭାରତ-ଚୀନ୍‌ ସୀମା ବିବାଦ ଭିତରେ ବିସିସିଆଇ ଚଳିତବର୍ଷ ପାଇଁ ଚୀନ ମୋବାଇଲ୍ କଂପାନି ସହ ସଂପର୍କ ଛିନ୍ନ କରିଛି। ଗୁରୁବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍-୧୩ରେ ଭିଭୋ ମୁଖ୍ୟ ପ୍ରାୟୋଜକ ରହିବ ନାହିଁ…

ଜାତିସଂଘରେ ନେପାଳର ବିବାଦୀୟ ମାନଚିତ୍ର ଆବେଦନ ଖାରଜ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ମିଳିଛି ବଡ଼ ଧକ୍କା । ମିଳିତ ଜାତିସଂଘ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ ବୋଲି…
error: Content is protected !!
Open chat