Browsing Tag

kalinga jyoti

ନାରୀ ଶକ୍ତି ହାତରେ କାଶ୍ମୀରର ସୁରକ୍ଷା ଭାର : ଏଲଓସିରେ ପ୍ରଥମ ଥର ନିୟୋଜିତ ହୋଇଛନ୍ତି ମହିଳା ସୈନିକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଶତ୍ରୁ ଛାତିରେ ତାଣ୍ଡବ କରିବେ ନାରୀଶକ୍ତି । ପରାକ୍ରମୀ ମହିଳା ଯବାନଙ୍କ ହାତରେ ଦେଶର ସୁରକ୍ଷା କମାଣ । ଏଲଓସିରେ ପ୍ରଥମ ଥର ପାଇଁ ମୁତୟନ ହେଲେ ମହିଳା ଯବାନ । କାଶ୍ମୀରକୁ

କରୋନା ଭୂତାଣୁକୁ ନେଇ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିଥିବାରୁ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଲା ଟ୍ବିଟର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ୱାଶିଂଟନ୦୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଛି ଟ୍ବିଟର। ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ ରୋକ୍‌ ଲଗାଯାଇଛି। କରୋନା ଭୂତାଣୁକୁ ନେଇ ଟ୍ରମ୍ପ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର

‘ସୀମି କରଣ’ – ଓଡିଆ ଝିଅ ୟୁପିଏସ୍‌ସି ପ୍ରାଶାସନିକ ପରୀକ୍ଷାରେ ଦେଶର ସର୍ବକନିଷ୍ଠ ଟପର ହେବାର ଗୌରବ ଆଣିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୮: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁରର ଝିଅ ସୀମି କରଣ ପ୍ରକାଶ ପାଇଥିବା ୟୁପିଏସ୍‌ସି ପ୍ରାଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ର‌୍ୟାଙ୍କ୍‌ ହାସଲ କରିଛନ୍ତି । ସୀମି ଏହି ର‌୍ୟାଙ୍କ୍‌ ହାସଲ କରିବାରେ

ଗୁଜରାଟର ଅହମଦାବାଦସ୍ଥିତ କୋଭିଡ୍-୧୯ ଶ୍ରେ’ ହସ୍ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ : ୮ ମୃତ , ଶୋକ ପ୍ରକାଶ କଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅହମଦାବାଦ ୦୬/୦୮: ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍-୧୯ ହସ୍ପିଟାଲ୍‌ରେ (ଶ୍ରେ’)ଭୀଷଣ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍‌ପିଟାଲ୍‌ର ଚତୁର୍ଥ ତାଲାରେ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଜମ୍ମୁ ଓ କଶ୍ମୀରର ନୂତନ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ଭାବେ ନିଯୁକ୍ତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮ :  ଜାମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସ୍ନିହାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।ବୁଧବାର ଦିନ

ନୂଆ ମାନଚିତ୍ର ପ୍ରସଙ୍ଗରେ ଭାରତର ପ୍ରତିକ୍ରିୟା : ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ପାକିସ୍ତାନ ଦ୍ୱାରା ଭାରତର ଜମ୍ମୁ, କଶ୍ମୀର, ଲଦାଖ ଓ ଗୁଜୁରାଟର ଜୁନାଗଡ଼କୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଇ ନୂଆ ମାନଚିତ୍ର ଜାରି କରିବାକୁ ତୀବ୍ର ବିରୋଧ କରିଛି । ଏହା ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା ବୋଲି ଭାରତ ସରକାର କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟ କୋଭିଡ ଯୋଦ୍ଧାଙ୍କୁ ଜଣାଇଲା ସମ୍ମାନ – ରାଜ୍ୟପାଳ ମଧ୍ୟ ସାମିଲ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ

ବିହାର ପୋଲିସ ଅଫିସରଙ୍କୁ ଜୋର-ଜବରଦସ୍ତି କ୍ୱାରେଣ୍ଟାଇନ୍ ଘଟଣାରେ ମୁମ୍ବାଇ ମହାନଗର ନିଗମକୁ ସୁପ୍ରିମକୋର୍ଟଙ୍କ କଡା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ

Xiaomi ସ୍ମାର୍ଟଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଭାରତରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢ଼ୁଛି। କେନ୍ଦ୍ର ସରକାର ଇତି ମଧ୍ୟରେ ଜିଆଓମି ଦ୍ୱାରା ପ୍ରସ୍ତୁତ ସ୍ମାର୍ଟଫୋନରେ ଦିଆଯାଇଥିବା ବ୍ରାଉଜରକୁ ବ୍ୟାନ କରିଛନ୍ତି। ‘ଏମ୍‌ଆଇ

ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ପାକ୍ ରେଳମନ୍ତ୍ରୀଙ୍କ ମନ୍ତବ୍ୟ – “ଭାରତ ଆଉ…

ଇସଲାମାବାଦ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଆନ୍ତର୍ଜାତିକ ମଞ୍ଚରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ନିରାଶ ହେଉଥିବା ପାକିସ୍ଥାନ ରାମମନ୍ଦିର ପ୍ରସଙ୍ଗରେ ଭାରତକୁ ନିଶାଣ କରିଛି । ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ହୋଇଛି
error: Content is protected !!
Open chat