Browsing Tag

New Delhi

ଦିଲ୍ଲୀରୁ ମିଳିଥିବା ବିସ୍ଫୋରକ ଆରଡିଏକ୍ସ ଥିଲା : ଏନଏସଜି

ନୂଆଦିଲ୍ଲୀ ୧୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ବଜାର ନିକଟରୁ ଆଜି ମିଳିଥିବା ବିସ୍ଫୋରକ (ଆଇଇଡି) ସଂପର୍କରେ କେତେକ ତଥ୍ୟ ପ୍ରଦାନ କରିଛନ୍ତି ଏନଏସଜି ମହାନିର୍ଦ୍ଦେଶକ ଏମଏ ଗଣପତି । ସେ କହିଛନ୍ତି ଯେ ଆଇଇଡିରେ ଆରଡିଏକ୍ସ ଓ ଆମେନିୟମ ନାଇଟ୍ରେଟ୍ ପରି ବିପଜ୍ଜନକ

ଗୃହମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି ହେଲେ , କିଛିଦିନ ତଳେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । ନିକଟରେ ଅମିତ ଶାହା କରୋନାରୁ

କରୋନା କଟକଣା ମଧ୍ୟରେ ଆଜି ସାରା ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ…

ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି କରୋନା ଯୋଦ୍ଧାଙ୍କ ସେବାକୁ କଲେ ପ୍ରଶଂସା ସ୍ୱାଧୀନତା ଦିବସରେ ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନର ଘୋଷଣା କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : କରୋନା କଟକଣା

କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : କୋଭିଡ୍ ୧୯ ଲକ୍ଷଣ ଦେଖାଯିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନମୁନା ପରୀକ୍ଷଣ କରାଇଥିଲେ ଏବଂ ଆଜି କରୋନା ରିପୋର୍ଟ ପଜିଟିଭ୍ ଆସିଛି।  ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ

ଜାତିସଂଘରେ ନେପାଳର ବିବାଦୀୟ ମାନଚିତ୍ର ଆବେଦନ ଖାରଜ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ମିଳିଛି ବଡ଼ ଧକ୍କା । ମିଳିତ ଜାତିସଂଘ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ ବୋଲି

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ : ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ସେ ନିଜେ
error: Content is protected !!
Open chat