Browsing Tag

odia sambad

ୟୁନିଟ୍‌-୧ ହାଟକୁ ସିଲ୍ କଲା ବିଏମ୍‌ସି, ଜୁଲାଇ ୧ ଯାଏଁ ବନ୍ଦ ରହିବ ମାକେର୍ଟ

ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୟୁନିଟ୍‌-୧ ହାଟକୁ ବୁଧବାର ଦିନ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୋଲିସ ସିଲ୍‌ କରିଛି । କୋଭିଡ୍‌ ନିୟମର ଉଲଙ୍ଘନ ହେଉଥିବାରୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଏହି  ଖୁଚୁରା(ରିଟେଲ) ଓ ପାଇକାରୀ (​ହୋଲ୍‌ସେଲ୍‌) ବଜାରକୁ ଜୁଲାଇ ୧ ତାରିଖ

ରାୟଗଡା ଜିଲ୍ଲା ବ୍ୟାପି ଭାଜପାର କଳା ଦିବସ ପାଳନ

ରାୟଗଡ ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଭାରତୀୟ ଜନତା ପାର୍ଟି, ଓଡିଶା ପ୍ରଦେଶର ନିର୍ଦେଶକ୍ରମେ ଜୁନ ୨୫,କୁ କଳା ଦିବସ ରୂପେ ସାରା ଦେଶରେ ପାଳନ କରାଯାଇଛି।  ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଦମନ ଲୀଳା କରିବା ପାଇଁ ଦେଶ ଭକ୍ତଙ୍କୁ ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର

ହିଞ୍ଜିଳି ପୁଲିସ ପଞ୍ଝାରେ ୧୩ ଜୁଆଡି

୯୧ ହଜାର ଟଙ୍କା ସମେତ ୧୦ ମୋଟର ସାଇକେଲ ଜବତ ହିଞ୍ଜିଳିକାଟୁ ୨୫/୦୬/୨୦୨୧ କଳିଙ୍ଗ ଜ୍ୟୋତି : ଗୁରୁବାର ରାତିରେ ହିଞ୍ଜିଳି ଥାନା ବରପଲ୍ଲୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ପୁଲିସ

ଘରଡିହ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ୪ ପରିବାର

କୋଷାଗୁମୁଡା ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଗ୍ରାମରେ ଥିବା ଘରଡିହ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ୪ ପରିବାର । ନିଆଁ ପାଣି ଠାରୁ ଆରମ୍ଭ କରି ଗାଁରେ ଚାଲିବା ପାଇଁ ଥିବା ଦାଣ୍ଡକୁ ମଧ୍ୟ ଛାଡିଲେ ନାହିଁ । ସାମାଜିକ ବାସନ୍ଦ ମଧ୍ୟରେ ରହି ଏକ ଅଭିଶପ୍ତ ଜୀବନ ବିତଉଛନ୍ତି

କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ ବୈପାରିଗୁଡା ବ୍ଲକ୍ ଗସ୍ତ

ବୈପାରିଗୁଡା ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଅଚାନକ ବୈପାରିଗୁଡା ଗସ୍ତ କରିଥିଲେ ।ବୈପାରିଗୁଡା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ପହଂଚିବା ପରେ ବ୍ଲକ୍ କର୍ମଚାରୀମାନେ ଜିଲ୍ଲାପାଳ ଅବଦୁଲ ଏମ. ଅକତରଙ୍କୁ ପାଛୋଟି ନେଇଥିଲେ ।ବ୍ଲକ୍ କାର୍ଯ୍ୟାଳୟର

କୋଭାକ୍ସିନ ଓ କୋଭିସିଲ୍ଡ ଟିକା ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ-ଆରଏମଆରସି

ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍‌ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍

ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ, ପାସ ହାର ୯୭.୮୯%

ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପାସ ହାର ୯୭.୮୯% ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ

କଳିଙ୍ଗ ଜ୍ଯୋତି ଖବରର ମହା ପ୍ରଭାବ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ…

ବାଣପୁର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ବିଧାରପୁର ଛକରେ ଜଳବନ୍ଦୀ ସମସ୍ୟାକୁ ନେଇ ‘କଳିଙ୍ଗଜ୍ୟୋତି' ରେ ୨୩ ତାରିଖ ବୁଧବାର ଦିନ ଏକ ଖବର ପ୍ରକାଶିତ ହୋଇଥିଲା। ଯାହାଦ୍ୱାରା ପ୍ରଶାସନକୁ ଗଭୀର ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା । ତେବେ ଏହାର ଏକ ଦିନ ପରେ ଅର୍ଥାତ

ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ- ଅମିତ ଶାହ

ନୂଆଦିଲ୍ଲୀ ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ। ଗୋଟିଏ ପରିବାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଲୋକଙ୍କୁ ଚୁପ୍‍ କରାଇବାକୁ ଏହା ଲାଗୁ କରାଯାଇଥିଲା। ଏହା ଦେଶର ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିବ। ୨୧ ମାସ କାଳ ନିର୍ଦ୍ଦୟ ଅତ୍ୟାଚାର

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା, ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ

ଭୁବନେଶ୍ବର ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧
error: Content is protected !!
Open chat