Browsing Tag

odia sambad

ଟାଟାରେ ଚାକିରି ନାଁରେ ଲୁଟ୍‌ ଘଟଣା: ଆକାଶକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର ୦୭/୧୨: ଟାଟାରେ ଚାକିରି କରାଇ ଦେବା ନାଁରେ ସାରା ଦେଶରୁ କୋଟି କୋଟି ଟଙ୍କା ଲୁଟିଛି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। ଏ ବିଷୟରେ ବ୍ୟକ୍ତିଗତ ସଚିବ (ପିଏସ୍‌) ଡେଭିଡ୍‌ ପିଟରଙ୍କ ଠାରୁ ଯଥେଷ୍ଟ ତଥ୍ୟ ପାଇ ସାରିଛି କ୍ରାଇମ୍‌ବ୍ରାଞ୍ଚ। ଏବେ କ୍ରାଇମ୍‌ବ୍ରାଞ୍ଚର

IIFL ଡକାୟତି ମାମଲା: ରିମାଣ୍ଡ୍‌ ଶେଷ, ଜେଲ୍‌ ଗଲେ ମ୍ୟାନେଜର ନୀଳିମା

କଟକ,୦୭/୧୨: ନୟାସଡ଼କ ସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ଡକାୟତି ଘଟଣାରେ ପୁଲିସ ଦୀର୍ଘ ଦିନ ହେଲା ଲାଲା ଅମୃତ ସାଗର ରାଏ ଓ ତାର କିଛି ସହଯୋଗୀଙ୍କୁ ରିମାଣ୍ଡ୍‌ରେ ଆଣି ଜେରା କରୁଛି। ମାତ୍ର ସଂସ୍ଥାରେ ହୋଇଥିବା ଡକାୟତି ଘଟଣା ନେଇ ସେଭଳି ଆଉ କିଛି ନୂଆ ତଥ୍ୟ ଅଭିଯୁକ୍ତଙ୍କଠାରୁ ପୁଲିସ ହାସଲ

ଆଜି ବିଜେପିରେ ଯୋଗଦେବେ ଅଭିନେତ୍ରୀ ବିଜୟାଶାନ୍ତି

ହାଇଦ୍ରାବାଦ ୦୭/୧୨: ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ବିଜୟାଶାନ୍ତି ଆଜି ବିଜେପିରେ ଯୋଗଦେବେ। ନୂଆଦିଲ୍ଲୀରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଏହି ମିଶ୍ରଣ ପର୍ବ ପାଇଁ ତେଲଙ୍ଗାନା ବିଜେପି ଶାଖା ମୁଖ୍ୟ ବନ୍ଦି ସଞ୍ଜୟ କୁମାର

୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା – ହୁ

ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍‍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ

ଦ୍ୱିତୀୟ ଟି-୨୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କଲା କମାଲ , ୨-୦ରେ ଶୃଙ୍ଖଳା ଜିତିଲା ଭାରତ

ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସିଡନି କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା ୧୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪ଟି  ଉଇକେଟ୍‌ ହରାଇ ୧୯.୪ ଓଭରରେ ପୂରା କରିଛି। ଏହି

ରାହୁଲଙ୍କ ପାଖରେ ରାଜନୈତିକ ସ୍ଥିରତାର ଅଭାବ ରହିଛି: ପାୱାର

ଯଦି ସ୍ଥିର ସରକାର ଲୋଡ଼ା, ନେତୃତ୍ବକୁ ନେଇ କୌଣସି ଟିପ୍ପଣୀ ରଖନାହିଁ : କଂଗ୍ରେସ ନୂଆଦିଲ୍ଲୀ : ଏନ୍‌ସିପି ସଭାପତି ଶରଦ ପାୱାର ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ପାୱାରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ଖପ୍ପା ହୋଇଯାଇଛି। ପାୱାର

ଆସନ୍ତା ୧୧ରେ ଅଣକୋଭିଡ ସେବା ବନ୍ଦ କରିବେ ଡାକ୍ତର, ଭାରତୀୟ ଶଲ୍ୟ ଚିକିତ୍ସକ ସଂଘର ଆନ୍ଦୋଳନ ଡ଼ାକରା

ଆୟୁର୍ବେଦ ଡାକ୍ତର ଅସ୍ତ୍ରୋପଚାର କରିବା ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ, ସାମିଲ ହେବ ଓଡ଼ିଶା ଭୁବନେଶ୍ବର: ନଭେମ୍ବର ୧୯ରେ ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର କରିବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ଗେଜେଟ୍‌ ବିଜ୍ଞପ୍ତି

ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଫାଇଜର।  ଭାରତରେ କରୋନାଭାଇରସ୍‌ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ନିମନ୍ତେ ଆବେଦନ କରିଥିବା କଥା ଜଣାପଡ଼ିଛି।

କୃଷକ ସଂଗଠନଗୁଡିକ ପକ୍ଷରୁ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର  : କେନ୍ଦ୍ରର ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଥିବା ଘୋଷଣା କରିଛି  । କୃଷକମାନେ ଆମର ଅନ୍ନଦାତା ଓ
error: Content is protected !!
Open chat