Browsing Tag

of

ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ ୨୧/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୁଣି ଲାଲୁଙ୍କୁ ଜେଲ ଦଣ୍ଡାଦେଶ । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ରାଞ୍ଚି ସିବିଆଇ କୋର୍ଟ ଏନେଇ ରାୟ ଶୁଣାଇଛନ୍ତି । ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ…

ଶ୍ରୀମନ୍ଦିର କଟକଣା କୋହଳ-ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ ସାର୍ଟିଫିକେଟ

ଭୁବନେଶ୍ବର ୧୪/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପୁରୀ ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଶ୍ରୀମନ୍ଦିରରେ ପ୍ରବେଶ କଟକଣା କୋହଳ ହୋଇଛି। ଏଣିକି ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ। ଫେବୃଆରୀ ୨୧ ପରେ ବିନା ଟିକା ସାର୍ଟିଫିକେଟରେ ପ୍ରବେଶ କରିହେବ। ଅଧିକାଂଶ…

କୋଭିଡର କେବେ ବି ଅନ୍ତ ହେବ ନାହିଁ: ସ୍ଵାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର ୨୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ ହେବ ନାହିଁ। ଭାଇରସର ଗୋଟିଏ ପରେ ଗୋଟିଏ ଭ୍ୟାରିଏଣ୍ଟ ଆସିବ। କାରଣ ଭାଇରସ୍ ତାର…

ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ଡିସେମ୍ବର ୩୧ ଯାଏ ନାଇଟ କର୍ଫ୍ୟୁ ଅବଧି ବଢାଇଲା ଗୁଜରାଟ

ନୂଆଦିଲ୍ଲୀ ୨୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଡିସେମ୍ବର ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଅବଧି ବଢାଇଲେ ଗୁଜରାଟ ସରକାର । ଆଜି ୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର।  ରାତି ୧ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଲାଗୁ ହୋଇଛି । ଗୁଜରାଟର…

ଓମିକ୍ରନ ବଢୁଥିଲେ ବି ଡେଲଟାର ପ୍ରଭାବ ରହିଛି: ଆଇସିଏମ୍ଆ‌ର ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡି-୧୯ର ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି । ଯଦିଓ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲଟା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଆଇସିଏମ୍ଆ‌ରର ଅତିରିକ୍ତ…

ସଭ୍ୟ ସମାଜରେ ମିଛ ଏନକାଉଣ୍ଟରର ସ୍ଥାନ ନାହିଁ- ଏନଏଚଆରସି ମୁଖ୍ୟ

ଗୁଆହାଟି (ଆସାମ) ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମିଛ ଏନକାଉଣ୍ଟର ଏକ ନାରକୀୟ ଘଟଣା । ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି । ଦେଶର ପାଞ୍ଚଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମାନବାଧିକାର…

ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଜନ ସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ଅଧିକ ବୋଲି ନିଜ…

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ କରୋନା

ଜୋହାନ୍ସବର୍ଗ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ୍‌ ରାମଫୋସା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କରୋନାର ସାମନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରବିବାର ରାମଫୋସା ଏକ ସରକାରୀ ଉତ୍ସବରେ ଯୋଗ ଦେଇ…

ବଡ଼ଦାଣ୍ଡରେ ଅଧିଆ ପଡ଼ି ସରକାରଙ୍କ ସଦବୁଦ୍ଧି କାମନା କଲା ବିଜେପି ?

ପୁରୀ/ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବିଧାନସଭାରୁ ଏବେ ବଡ଼ଦାଣ୍ଡ । ସମୟ ପୂର୍ବରୁ ସରିଗଲା ବିଧାନସଭା, ହେଲେ ଚାଲିବ ଲଢେଇ । ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜର ଲଢେଇ ଜାରି ରଖିଛନ୍ତି । ସରକାରଙ୍କ ସଦବୁଦ୍ଧି କାମନା କରି ପୁରୀ ଜଗନ୍ନାଥଙ୍କ ପାଖରେ ଅଧିଆ ପଡିଛନ୍ତି ବିଜେପି…

ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶନିବାର ସକାଳେ ଏକ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ କଲକାତାର ଉଡ୍‌ଲାଣ୍ଡ୍‌ସ ମଲ୍‌ଟି ସ୍ପେଶାଲିଟି…
error: Content is protected !!
Open chat