“ବାବା କା ଢାବା” ମାଲିକଙ୍କୁ ଜୀବନରୁ ମାରିଦେବାକୁ ଧମକ, ପୋଲିସର ସହାୟତା ଲୋଡିଲେ କାନ୍ତା ପ୍ରସାଦ
ନୂଆଦିଲ୍ଲୀ: ‘ବାବା କା ଢାବା’ ଚଳାଉଥିବା କାନ୍ତା ପ୍ରସାଦଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । କାନ୍ତା ପ୍ରସାଦ ଏଥିପାଇଁ ଦିଲ୍ଲୀର ମାଲିବୀୟ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । ଢାବାର ମାଲିକ କାନ୍ତା ପ୍ରସାଦ ମାମଲାରେ କହିଛନ୍ତି ଯେ କେହି ଅଜଣା ବ୍ୟକ୍ତି ତାଙ୍କୁ!-->…