Browsing Tag

police

“ବାବା କା ଢାବା” ମାଲିକଙ୍କୁ ଜୀବନରୁ ମାରିଦେବାକୁ ଧମକ, ପୋଲିସର ସହାୟତା ଲୋଡିଲେ କାନ୍ତା ପ୍ରସାଦ

ନୂଆଦିଲ୍ଲୀ: ‘ବାବା କା ଢାବା’ ଚଳାଉଥିବା କାନ୍ତା ପ୍ରସାଦଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । କାନ୍ତା ପ୍ରସାଦ ଏଥିପାଇଁ ଦିଲ୍ଲୀର ମାଲିବୀୟ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । ଢାବାର ମାଲିକ କାନ୍ତା ପ୍ରସାଦ ମାମଲାରେ କହିଛନ୍ତି ଯେ କେହି ଅଜଣା ବ୍ୟକ୍ତି ତାଙ୍କୁ…

ସୋସିଆଲ ମିଡିଆର ଅପବ୍ୟବହାର ମାମଲା: ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

କଟକ: ସୋସିଆଲ ମିଡିଆର ଅପବ୍ୟବହାର ଯେପରି ନ ହେବ ତାହା ସରକାର ଦେଖିବା କଥା। ଯଦି ଏ ନେଇ ଅଭିଯୋଗ ହୁଏ ଓ ପ୍ରାଥମିକ ଭାବେ ଧର୍ତବ୍ୟ ଅପରାଧ ନେଇ ତଥ୍ୟ ରହିଥ‌ାଏ ତେବେ ପୁଲିସ ଯଥା ଶୀଘ୍ର ଏତଲା ରୁଜୁ କରିବା ଆବଶ୍ୟକ। ବିଳମ୍ବ ନ କରି ପୁଲିସ ଏପରି ଅଭିଯୋଗର ତଦନ୍ତ କରିବା ଉଚିତ ବୋଲି…

କଟକ ପୁଲିସ୍‌ର ପ୍ରଥମ କରୋନା ମୃତ୍ୟୁ : ଆଖି ବୁଜିଲେ କନଷ୍ଟେବଳ ଦିବାକର ସେଠୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୭/୦୯: ପ୍ରଥମ ଥର ପାଇଁ କଟକ କମିସନରେଟ୍‌ ପୁୁଲିସ୍‌ରେ ମୁଣ୍ଡ ନେଇଛି କରୋନା । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା ପରେ…

ରାଜଧାନୀ: ପୁଣି ଖାକିରେ ଦାଗ ! ! ଲକଡାଉନ ସମୟରେ ପୁଲିସକର୍ମୀଙ୍କ ଦ୍ୱାରା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ !

ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି;ତଦନ୍ତ ଜାରି ରହିଛି : ଡିସିପି,ଭୁବନେଶ୍ଵର ମାମଲାରେ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୯: ଲକଡାଉନ୍ ସମୟରେ ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କର୍ମଚାରୀ…

ରାଉରକେଲା : ବଜରଙ୍ଗ ଦଳର କର୍ମୀମାନେ ଗୋରୁ ବୋଝେଇ ପିକଅପକୁ ଧରି ପୁଲିସ୍ ଜିମା ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୫/୦୯: ବଜରଙ୍ଗ ଦଳର କର୍ମୀମାନେ ପୁଣିଏକ ଗୋରୁ ବୋଝେଇ ପିକ୍ଅପକୁ ଧରି ପୁଲିସ୍ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଖତକୁରବାହାଲରୁ ବନ୍ଧମୁଣ୍ଡା ଦେଇ ବିଶ୍ରାକୁ ଗୋଚାଲାଣ…

ଆତ୍ମହତ୍ୟା ନୁହେଁ, ସୁଶାନ୍ତଙ୍କୁ ହତ୍ୟା କରାଯାଇଛି : ୨୬ଟି ସୁରାକ୍‌ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ଘଟଣା ଦିନକୁ ଦିନ ରୋଚକ ମୋଡ ନେଉଛି। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ସୁଶାନ୍ତଙ୍କ ଫ୍ୟାନ୍ସ ତଥା ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ (Central Bureau of…
error: Content is protected !!
Open chat