Browsing Tag

publish

ଟ୍ୟାକ୍ସ ଜାଲିଆତି ଅଭିଯୋଗରେ ଗିରଫ ହେଲେ ଆଇଆଇପିଏମର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୮: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀଙ୍କୁ ଟିକସ ଫାଙ୍କି ଅଭିଯୋଗରେ ଗିରଫ କରାଯାଇଛି। ସିଜିଏସଟିର ଦକ୍ଷିଣ ଦିଲ୍ଲୀ କମିଶନର ତାଙ୍କୁ ଅଗଷ୍ଟ ୨୧ ତାରିଖ ଦିନ ଫାଇନାନ୍ସ

ଗଣେଶ ଚତୁର୍ଥୀରେ ବାବା ନିତ୍ୟାନନ୍ଦଙ୍କ ଦ୍ଵାରା କୈଳାସର ମୁଦ୍ରା “କୈଳାସିଆନ ଡଲାର” ଉନ୍ମୋଚନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୮: ଗତବର୍ଷ ଗଣେଶ ଚତୁର୍ଥୀରେ ଦେଶ ଛାଡି ପଳାୟନ କରିଥିବା ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ କୈଳାସ ମୁଦ୍ରା ଉନ୍ମୋଚନ କରିଛନ୍ତି | ଦେଶ ଛାଡି ପଳାୟନ କରି ଏକ୍ୟୁଏଡର ଉପକୂଳବର୍ତ୍ତୀ ଏକ ଦ୍ୱୀପରେ ନିଜର ଏକ ଦେଶ ପ୍ରତିଷ୍ଠା କରିଥିବ ଦାବି

ଚୀନକୁ ଆଉ ଏକ ବଡ ଅର୍ଥନୈତିକ ଓ ବ୍ୟବସାୟିକ ଧକ୍କା: ଭାରତ ପରେ ଆରବର ‘ସାଉଦୀ ଅରାମକୋ’ ରଦ୍ଦ କଲା ୧୦୦୦ କୋଟି ଡ଼ଲାରର…

ନୂଆଦିଲ୍ଲୀ/ବେଜିଙ୍ଗ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାଉଦୀ ଆରବର ସରକାରୀ ତୈଳ କମ୍ପାନୀ "ସାଉଦୀ ଅରାମକୋ" ଚୀନରେ ନିଜର ପ୍ରସ୍ତାବିତ ରିଫାଇନାରୀ ଓ ପେଟ୍ରୋକେମିକାଲ କମ୍ପଲେକ୍ସ ନିର୍ମାଣ ପ୍ରକଳ୍ପ ରଦ୍ଦ କରିଛି । ଏହି ପ୍ରକଳ୍ପରେ ସାଉଦୀଆରବ ୧୦୦୦ କୋଟିର ଡ଼ଲାର ନିବେଶ କରିବାର ଯୋଜନା

ସ୍କୁଲ ପାଠ୍ୟକ୍ରମ ହ୍ରାସ ସଂକ୍ରାନ୍ତରେ ଚଳିତ ସପ୍ତାହରେ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର: ବିଦ୍ୟାଳୟ ଓ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଚଳିତ ବର୍ଷ ପାଠପଢା ନେଇ ଖୁବ‌ ଶୀଘ୍ର ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର ହେବ । ସ୍କୁଲ ପାଠ୍ୟକ୍ରମରେ ସିଲାବସ୍‌ ହ୍ରାସ କରିବା ସମ୍ପର୍କିତ ନିଷ୍ପତ୍ତି ଏହି ସପ୍ତାହରେ ନିଆଯିବ । ବିଶେଷଜ୍ଞ କମିଟି ସେମାନଙ୍କ ରିପୋର୍ଟ ଦେଇ ସାରିଛନ୍ତି ।

ଦୀପ ତଳ ଅନ୍ଧାର: ଘନଘନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ରାଜଧାନୀବାସୀ ଅତିଷ୍ଠ – ଅନ୍ୟ ଅଞ୍ଚଳ କଥା ପଚାରେ କିଏ ?

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ରାଜ୍ୟ ତମାମ ସହରାଞ୍ଚଳରେ ବିଦ୍ୟୁତକାଟକୁ ନେଇ ଅତିଷ୍ଠ ହେଲେଣି ଉପଭୋକ୍ତା । ଅଘୋଷିତ ଭାବେ ଦୈନିକ ୧୦ରୁ ୨୦ଥର ଯାଏ ବିଦ୍ୟୁତ କାଟ ହେଉଛି । କେତେବେଳେ ଡ୍ରପ ଆଉଟ ହେଉଛି ବୋଲି କୁହାଯାଉଛି ତ କେତେ ବେଳେ ସଟ ଡାଉନ ନିଆଯାଇଛି ବୋଲି ଲୋକଙ୍କୁ

କରୋନା କଟକଣା ମଧ୍ୟରେ ଗଣପର୍ବ “ନୂଆଁଖାଇ” ପାଳିତ: ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ପରମ୍ପରା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାର କିଛି ବାସିନ୍ଦା ଯାଇ ପାରିନାହାନ୍ତି ନିଜ ନିଜ ଗାଁ କୁ। ଅନେକ ବି ବ୍ୟସ୍ତ ବହୁଳତା ଭିତରେ ଭୁବନେଶ୍ୱରରେ ରହି ଏଠାରେ ପାଳନ ନୂଆଁଖାଇ କରିଛନ୍ତି । ରାଜଧାନୀରେ ନୂଆଁଖାଇର ନୂଆ ରୂପରେ ଝଲକ ଦେଖିବାକୁ

୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଖେଳନାରେ ବିଆଇଏସ୍‌ ମାନ ବାଧ୍ୟତାମୂଳକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ ବିଆଇଏସ୍‌ ମାନ ପୂରଣ କରିବାକୁ ପଡ଼ିବ। ଏହା ଚାଇନା କମ୍ପାନୀଗୁଡ଼ିକ ପାଇଁ ବଡ଼ ଝଟ୍‌କା ହୋଇପାରେ।

୭୩ଦିନ ମଧ୍ୟରେ ଭାରତକୁ ଆସିବ କରୋନା ଟିକା ‘କୋଭିଶିଲ୍ଡ’, ଭାରତୀୟମାନଙ୍କୁ ମାଗଣା କରୋନା ଟିକା ପ୍ରଦାନ କରିବେ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ଭାରତରେ ପ୍ରଥମ କରୋନା ଟିକା ‘କୋଭିଶିଲ୍ଡ’ ୭୩ ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ | ପୁଣେ ଭିତ୍ତିକ ବାୟୋଟେକ୍ କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା କୋଭିଶିଲ୍ଡ ବିକଶିତ ହେଉଛି | ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର

ଚୀନକୁ ଆଉ ଏକ ଝଟ୍ କା : ଅଟୋମୋବାଇଲ ଉପକରଣ ଆମଦାନୀ କମାଇବ ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ଚାଇନାରୁ ହେଉଥିବା ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଏବେ କଟକଣା ଲଗାଇବାକୁ ଆରମ୍ଭ ​ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଟୋମୋବାଇଲ ମାନୁଫାକ୍‌ଚରିଂର ସମ୍ପୂର୍ଣ୍ଣ ଭାଲ୍ୟୁ ​ଚେନ‌ ଉପରେ ଉତ୍ପାଦନକାରୀଙ୍କୁ ରିପୋର୍ଟ

ବଗଲା ଧର୍ମଶାଳା ଜମିରେ ବେଆଇନ ପ୍ଲଟିଂ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସ ମିଟ

"ରାଜ୍ୟ ସରକାର ସାଜିଛନ୍ତି ପ୍ରପର୍ଟି ଡିଲର": ସମ୍ବିତ ପାତ୍ର  ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍‌ କରିବା ପାଇଁ ମସୁଧା ଚଲାଇଛନ୍ତି ରାଜ୍ୟସରକାର  ରାଜ୍ୟସରକାର ତୁରନ୍ତ ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ  କେନ୍ଦ୍ରସରକାରଙ୍କ
error: Content is protected !!
Open chat