Browsing Tag

publish

ଡିଏମ୍‌କେ ନେତା ଏ. ରାଜାଙ୍କର ହୃଦଘାତରେ ନିଧନ

ଚେନ୍ନାଇ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଡିଏମ୍‌କେର ନେତା ତଥା ତାମିଲନାଡୁର ପୂର୍ବତନ ବିଧାୟକ ବୀରପଣ୍ଡି ଏ ରାଜାଙ୍କର ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଡିଏମ୍‌କେର ଲୋକପ୍ରିୟ ତଥା ଟାଣୁଆ ନେତା ଭି ଅରୁମୁଗମ୍‌ଙ୍କ ପୁଅ । ତାମିଲନାଡୁ ସଲିମ୍‌ ଜିଲ୍ଲାରେ ସେ ବେଶ୍‌

ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରେଢାଖୋଲ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ୟୁଜିସି ପାଠ୍ୟକ୍ରମରେ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ରେଢାଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଭୀମ ଭୋଇଙ୍କ ଉପରେ

ଡିଏନଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଡିଏନଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ । ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଇବା ଅର୍ଥ ହେଉଛି ଯେ ଆମେ ତାଙ୍କର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ କରିବା । ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କାହାକୁ

‘ହିନ୍ଦୁ ରାଷ୍ଟ୍ର’ ଦାବି ପୂରଣ ହେଲାନାହିଁ; ଆଜି ସରଯୂ ନଦୀରେ ‘ଜଳ ସମାଧି’ ନେବେ ପରମହଂସ ଆଚାର୍ଯ୍ୟ ମହାରାଜ

ଅଯୋଧ୍ୟା ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ପ୍ରସିଦ୍ଧ ଋଷି ପରମହଂସ ଆଚାର୍ଯ୍ୟ ମହାରାଜ ଆଜି ଅଯୋଧ୍ୟାର ସରଯୂ ନଦୀରେ ‘ଜଳ ସମାଧି’ ନେବେ। ଏ ସପ୍ତାହ ପ୍ରାରମ୍ଭରେ ପରମହଂସ ଆଚାର୍ଯ୍ୟ ମହାରାଜ

ଜମ୍ମୁ କାଶ୍ମୀରରେ ମଲ୍‌, ରେଷ୍ଟୁରାଣ୍ଟ, ଗଣପରିବହନ ବ୍ୟବସ୍ଥାରେ ପ୍ରବେଶ ପାଇଁ ପ୍ରଥମ ପାନ କୋଭିଡ ଟିକା ବାଧ୍ୟତାମୂଳକ

ଶ୍ରୀନଗର ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଜମ୍ମୁ କାଶ୍ମୀରରେ ମଲ୍‌, ରେଷ୍ଟୁରାଣ୍ଟ ଏବଂ ଗଣ ପରିବହନ ବ୍ୟବସ୍ଥାରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତି ଅନ୍ତତଃପକ୍ଷେ କୋଭିଡ-୧୯ ଟିକାର ପ୍ରଥମ ପାନ ନେବା ବାଧ୍ୟତାମୂଳକ କରାଯାଇଛି । ଜମ୍ମୁର ଡେପୁଟି କମିଶନର ସେପ୍ଟେମ୍ବରରେ ସମସ୍ତ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ। ଏହି ଅବସରରେ ଦେଶଦୁନିଆରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମିଡିଆରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସଭିଏଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶାନ୍ତି, ସୁରକ୍ଷା ଓ ଭରସା ସବୁଠାରୁ ବଡ ଆହ୍ୱାନ ହୋଇଛି- ପ୍ରଧାନମନ୍ତ୍ରୀ ମୋଦି

ଦୁସାନବେ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅଞ୍ଚଳ ସଂପ୍ରତି ଯେଉଁ ଆହ୍ୱାନର ସାମନା କରୁଛି ତାହା ଶାନ୍ତି, ନିରାପତ୍ତା ଏବଂ ବିଶ୍ୱାସ ଅଭାବ ଭଳି ପରିସ୍ଥିତି ସହିତ ସଂପୃକ୍ତ। ମୋ÷ଳବାଦର ବୃଦ୍ଧି ଏହିସବୁ ସମସ୍ୟା ପଛରେ ମୂଳ କାରଣ ହୋଇଛି। ଆଫଗାନିସ୍ତାନର ସାମ୍ପ୍ରତିକ ଘଟଣାବଳୀ ଏଭଳି ବିପଦର

ଟିକାର ବୁଷ୍ଟର ଡୋଜ୍ ଦିଆଯିବା ଉପରେ ଏବେ କୌଣସି ବିଚାର କରାଯାଉନାହିଁ : ଆଇସିଏମଆର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ ୧୬/୦୯/୨୦୨୧ କଳିଙ୍ଗ ଜ୍ୟୋତି : ବୁଷ୍ଟର ଡୋଜ ଉପରେ ଏବେ କୌଣସି ବିଚାର କରାଯାଉନାହିଁ ଓ ଲୋକମାନଙ୍କୁ କରୋନା ଟିକାର ଉଭୟ ମାତ୍ରା ଦେବା ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ

୨୯ରୁ ସିଟି ପରୀକ୍ଷା, ୬୭ କେନ୍ଦ୍ରରେ ପରୀକ୍ଷା ଦେବେ ୬ ହଜାର ଛାତ୍ରଛାତ୍ରୀ

କଟକ ୧୫/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ୍‌ (ଡି.ଇଏଲ୍‌.ଇଡି) ବା ସିଟି ପରୀକ୍ଷା (ଦ୍ୱିତୀୟ ବର୍ଷ ଏବଂ ଦ୍ୱିତୀୟ ବର୍ଷ ବ୍ୟାକ୍‌) ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ୬ ଦିନ ବ୍ୟାପୀ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୮ତାରିଖରେ ଶେଷ ହେବ

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର ୧୫/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ଏଥିପାଇଁ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ
error: Content is protected !!
Open chat