Browsing Tag

sambad data

ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଦାନ କଲେ ‘ଜାତୀୟ କ୍ରୀଡା ପୁରସ୍କାର’…

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍‌-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥିଲା ।

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ୨୦୨୦ : କ୍ରୀଡ଼ା ଏବଂ ଖେଳରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଥଲେଟ ଜୟନ୍ତୀ ବେହେରା ଓ…

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : କରୋନା କଟକଣା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା ଏବଂ ଖେଳର ଉଲ୍ଲେଖନୀୟ

୬୫, ୦୦୦ ଟଙ୍କା ପାଉଣା ସହ ଅନୁମୋଦନ ଲାଗି ଅଯୋଧ୍ୟା କର୍ତ୍ତୃପକ୍ଷଙ୍କ ପାଖରେ ମନ୍ଦିର ମାଷ୍ଟର୍‌ ପ୍ଲାନ୍ ଦାଖଲ କଲା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୩୦/୦୮ : ଆବଶ୍ୟକୀୟ ଅନୁମୋଦନ ନିମନ୍ତେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌’ ‘ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ’ଙ୍କ ନିକଟରେ ୬୫ ହଜାର ଟଙ୍କାର ପାଉଣା ସହ ରାମ ମନ୍ଦିରର ମାଷ୍ଟର୍‌ ପ୍ଲାନ୍ ଦାଖଲ କରିଛି। ପ୍ରାପ୍ତ ରିପୋର୍ଟ

ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସେନା ଗୁଳିରେ ୩ ଆତଙ୍କବାଦୀ ନିହତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ଗତକିଛି ଦିନ ହେଲା ଘାଟିରେ ଆତଙ୍କବାଦୀ ବିରୋଧରେ ସେନାର ଲଢେଇ ଜାରି ରହିଛି। ପୁଣି ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ତିନି ଆତଙ୍କୀ ନିହତ ହୋଇଛନ୍ତି। ଏହା ସହ

ଆଜି ଜାତୀୟ କ୍ରୀଡ଼ା ଦିବସ : ଭର୍ଚୁଆଲ୍‌ ପ୍ଲାଟଫର୍ମରେ ପ୍ରଦାନ କରାଯିବ କ୍ରୀଡ଼ା ପୁରସ୍କାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ଶନିବାର ଜାତୀୟ କ୍ରୀଡ଼ା ଦିବସ। ଜାତୀୟ କ୍ରୀଡ଼ା ଦିବସରେ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ

ତାଜିଆ ଶୋଭାଯାତ୍ରା ନିମନ୍ତେ ମୁମ୍ବାଇ ହାଇକୋର୍ଟର ଅନୁମତି, ସାମିଲ ହେବେ ସର୍ବାଧିକ ୫ ଜଣ ଲୋକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୮:ମୁମ୍ବାଇ: ମହରମ୍ ସମୟରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଦେଇଛନ୍ତି ମୁମ୍ବାଇ ହାଇକୋର୍ଟ । ଏହା ସହ ଏହି ଶୋଭାଯାତ୍ରାରେ ସର୍ବାଧିକ ୫ ଜଣ ଲୋକ ସାମିଲ ହୋଇ ପାରିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଦିନକ ତଳେ ଏ ସଂକ୍ରାନ୍ତର ଏକ ମାମଲାର

ବିଜେପି ରାଜ୍ୟ ପଦାଧିକାରୀ ବୈଠକ : ଆସନ୍ତା ସେପ୍ଟେମ୍ବର ୫ ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

– ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ସୈାଦାନ ସିଂ, ଅରୁଣ ସିଂ, ବୈଜୟନ୍ତ ପଣ୍ଡା, ସୁରେଶ ପୁଜାରୀ, ପ୍ରଦୀପ୍ତ ନାଏକ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ

ଆଜି ଜାତୀୟ କ୍ରୀଡ଼ା ଦିବସ : ମେଜର୍‌ ଧ୍ୟାନ ଚାନ୍ଦ ସିଂହଙ୍କ ଜନ୍ମ ଦିବସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮:ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁଗର ମେଜର୍‌ ଧ୍ୟାନ ଚାନ୍ଦଙ୍କ ଜନ୍ମଦିବସରେ ଏହା ପାଳନ କରାଯାଇଆସୁଛି। ମେଜର୍‌ ଧ୍ୟାନ ଚାନ୍ଦ ସିଂହ ତାଙ୍କର ଯାଦୁକରୀ ଖେଳ ବଳରେ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍‌ରେ ଭାରତ ପାଇଁ ସ୍ବର୍ଣ୍ଣପଦକ ହାସଲ

ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରୁଥିବା ସମସ୍ତ ସାଂସଦଙ୍କର ହେବ କରୋନା ପରୀକ୍ଷା: ବାଚସ୍ପତି ଓମ ବିର୍ଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରୁଥିବା ସମସ୍ତ ସାଂସଦଙ୍କୁ କୋଭିଡ -୧୯ପରୀକ୍ଷା କରାଇବାକୁ ପଡ଼ିବ। ଏ ନେଇ ଆଜି ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ବାଚସ୍ପତି ଓମ ବିର୍ଲା କହିଛନ୍ତି। ଅଧିବେଶନରେ ଅଂଶଗ୍ରହଣ କରୁଥିବା

ପରୀକ୍ଷା କେନ୍ଦ୍ରକୁ ମାଗଣାରେ ଯିବେ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀ, ରହିବା ଦାୟିତ୍ୱ ନେବା ସହ ସମସ୍ତ ସୁବିଧା ଯୋଗାଇବ…

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣାବିନା କୌଣସି ବାଧାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ସେଣ୍ଟରକୁ ଯାଇପାରିବେଛାତ୍ରଛାତ୍ରୀ ଚାହିଁଲେ ପ୍ରଶାସନ ମଧ୍ୟ ଯିବା ଆସିବା ସୁବିଧା ଯୋଗାଇବଚଳିତବର୍ଷ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ କଳିଙ୍ଗ ଜ୍ୟୋତି ବ୍ୟୁରୋ
error: Content is protected !!
Open chat