Browsing Tag

to

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସିବେ। ସେ…

କଂଗ୍ରେସକୁ ମୋଦୀଙ୍କ ସିଧା ନିଶାନା- କହିଲେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା କଂଗ୍ରେସ ଚାହୁଁନି

ନୂଆଦିଲ୍ଲୀ ୦୭/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୯୫ ପରେ ଓଡ଼ିଶାରେ କଂଗ୍ରେସ ଜିତି ପାରିନାହିଁ। ନାଗାଲାଣ୍ଡ ଓ ଗୋଆରେ ବି ୨୮ ବର୍ଷ ହେଲା ଜିତିପାରି ନାହିଁ। ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ…

କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବଜାରରେ ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ ୨୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ସହ ଲଢେଇ କରିବାକୁ ଜାରି ରହିଛି ଟିକାକରଣ। ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା। ଡିସିଜିଆଇ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର କମ୍ପାନୀକୁ…

ଦ୍ୱିତୀୟ ଲହର ତୁଳନାରେ ଏବେ ବହୁତ କମ୍ ରହିଛି ହସ୍ପିଟାଲାଇଜେସନ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୧୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି । ବହୁତ ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକକୁ ପାର୍ କରି ଯାଇ ପାରୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଗୋଟିଏ ପାଣ୍ଡେମିକରେ ପ୍ରଥମେ ବଢ଼ିବ…

ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ସମୀକ୍ଷା ଭୁବନେଶ୍ବର ୦୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା…

ଘାରିଲା ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଶିଶୁଙ୍କ ଚିକିତ୍ସାକୁ ଗୁରୁତ୍ୱ ଭୁବନେଶ୍ୱର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ବିଶ୍ୱରେ ‘ଓମିକ୍ରନ’ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଜଣ ଏଥିରେ ଚିହ୍ନଟ ହୋଇ ସାରିଲେଣି। ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ। ତେଣୁ ଆମକୁ ଅଧିକ ସତର୍କ…

ପୁସ୍ତକକୁ ନେଇ ବିବାଦ: ସଲମନ ଖୁର୍ସିଦଙ୍କ ବିରୋଧରେ ଏତଲା ଦାଏର ପାଇଁ ଅଦାଲତଙ୍କ ଆଦେଶ

ନୂଆଦିଲ୍ଲୀ ୨୩/୧୨/୨୦୨୧ କଳିଙ୍ଗ ଜ୍ୟୋତି: ସଲମନ ଖୁର୍ସିଦ ତାଙ୍କର ନୂଆ ପୁସ୍ତକ ‘ସନରାଇଜ ଓଭର ଅଯୋଧ୍ୟା: ନେସନହୁଡ ଇନ ଆୱାର ଟାଇମ୍ସ’କୁ ନେଇ ବିବାଦୀୟ ହୋଇପଡିଛନ୍ତି । ଏଥିରେ ସେ ହିନ୍ଦୁତ୍ୱକୁ ନେଇ ଦେଇଥିବା ମନ୍ତବ୍ୟ ମୂଳ ବିବାଦର କାରଣ ହୋଇଛି । ଏହାକୁ ହିନ୍ଦୁ ଧର୍ମର ଅନେକ ତୀବ୍ର…

ପରିସ୍ଥିତି ଦେଖି ଲାଗିବ ପ୍ରତିବନ୍ଧକ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି :  କରୋନାର ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯାହାକି ଚିନ୍ତାଜନକ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ଵେନ୍ସିଂ କରାଯାଇଥିଲା।…

ଖାଲି ପଡ଼ିଛି ୬୦% ସିଟ୍, ସ୍ବତନ୍ତ୍ର ଓଜେଇଇ କରିବାକୁ ସଚିବଙ୍କୁ ଚିଠି

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ)ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ…

‘ଓମିକ୍ରନ୍‌’ ଆତଙ୍କ ଯୋଗୁଁ ବଡ଼ଦିନ ‘ଲକ୍‌ଡାଉନ୍‌’ ଘୋଷଣା କଲା ନେଦର୍‌ଲାଣ୍ଡ୍‌ସ୍‌

ଦି ହେଗ୍‌ : ବଢ଼ି ଚାଲିଥିବା ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଶନିବାର ଦିନ ନେଦର୍‌ଲାଣ୍ଡ୍‌ସ୍‌ ବଡ଼ଦିନ ଲକ୍‌ଡାଉନ୍‌ ଘୋଷଣା କରିଛି। ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଘୋଷଣା କରିଛନ୍ତି ଯେ, ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ,…
error: Content is protected !!
Open chat