Browsing Tag

to

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବୋମାରେ ଉଡ଼ାଇ ଦେବାକୁ ଦାଉଦ୍ ର ଧମକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ସୂଚନାଅନୁସାରେ ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ ଆସିଛି । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମ୍ ର ଲୋକବୋଲି

ମୁଁ ଆସନ୍ତା ସପ୍ତାହରେ ମୁମ୍ବାଇ ଆସୁଛି, କାହା ବୋପାର ସାହସ ଅଛି ତ ଅଟକାଅ : କଙ୍ଗନା ରାଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୦୫/୦୯ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗୋଟାଏ ପରେ ଗୋଟାଏ ବିସ୍ଫୋରକ ବୟାନ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ନିକଟରେ କହିଥିଲେ କି ମୁମ୍ବାଇ ତାଙ୍କୁ ପାକିସ୍ତାନ‌ ଅଧୀକୃତ କଶ୍ମୀର ପରି ଲାଗୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେସ୍‌ବୁକ୍‌ରେ ଧମକ ଦେଇଥିବା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯:ରାଜଦ୍ରୋହ ମାମଲାରେ  ସାଲେପୁର ଅଞ୍ଚଳରୁ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜଣେ ଯୁବକ ଫେସ୍‌ବୁକ୍‌ରେ ଧମକ ଦେଇଥିବା ଅଭିଯୋଗ

ପିଉସାଙ୍କୁ ହତ୍ୟା କରାଯିବା ପରେ ନ୍ୟାୟ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ‌କଲେ କ୍ରିକେଟର ସୁରେଶ ରାଇନା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ :ଭାରତୀୟ କ୍ରିକେଟର ସୁରେଶ ରାଇନା ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୁଲିସ ନିକଟରେ ପିଉସାଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରିଛନ୍ତି। ଅଗଷ୍ଟ ୧୯ରେ ପଠାନକୋଟରେ ସୁରେଶ ରାଇନାଙ୍କ ପିଉସୀ ଘର ଉପରେ କିଛି ଅଜଣା ଯୁବକ
error: Content is protected !!
Open chat