Browsing Tag

today

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଚାରି ମହଲା ବିଶିଷ୍ଟ ନୂତନ ସଂସଦ…

ଆଜି ଶେଷ ଟି-୨୦ : ସିରିଜ୍‌ ପୋଛିବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ : ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ ଖେଳାଯିବ। ଭାରତ ନିକଟରୁ ପ୍ରଥମ ଦୁଇ ଟ୍ବେଣ୍ଟି୨୦ ମ୍ୟାଚରେ ପରାଜିତ ହେବା ପରେ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ ଜିତି ହ୍ବାଇଟ୍‌ୱାଶ ଏଡାଇବାକୁ…

ଆଜି ଭାରତ ବନ୍ଦ : ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ

ଶାନ୍ତିରକ୍ଷା ପାଇଁ କୃଷକ ନେତାଙ୍କ ନିବେଦନ ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା କାଲି(ମଙ୍ଗଳବାର) ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି…

ଆଜି ବିଜେପିରେ ଯୋଗଦେବେ ଅଭିନେତ୍ରୀ ବିଜୟାଶାନ୍ତି

ହାଇଦ୍ରାବାଦ ୦୭/୧୨: ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ବିଜୟାଶାନ୍ତି ଆଜି ବିଜେପିରେ ଯୋଗଦେବେ। ନୂଆଦିଲ୍ଲୀରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଏହି ମିଶ୍ରଣ ପର୍ବ ପାଇଁ ତେଲଙ୍ଗାନା ବିଜେପି ଶାଖା ମୁଖ୍ୟ ବନ୍ଦି ସଞ୍ଜୟ କୁମାର…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ଆଜି

କାନ୍‌ବେରା: ଭ୍ରମଣକାରୀ ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌କୁ ସହଜ​‌େ​‌ର ଜିତିବା ପରେ ୩ୟ ଦିନିକିଆରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ। ଦଳର କିଛି ପ୍ରମୁଖ ଖେଳାଳି ଆହତହେବା ଅଷ୍ଟ୍ରେଲିଆ ପରାଜୟର କାରଣ ହୋଇଥିଲା। ସମାନ ଆହତଗତ ସମସ୍ୟା ସହ ଭାରତ ବିପକ୍ଷରେ…

ଆଜି ଠାରୁ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ : ଆଜି ଠାରୁ କରୋନା କଟକଣା ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ। ଏହା ୫ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହାସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତଃଜାର୍ତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆରମ୍ଭ ହେବ। ହାଇକୋର୍ଟଙ୍କ…

କୋଭାସିଲ୍ଡର ୩ୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ

ପୁଣେ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ୧୫୦ରୁ ୨୦୦ ସ୍ବେଚ୍ଛାସେବୀଙ୍କଠାରେ ସାସନ୍‌ ଜେନେରାଲ…

ଆଜିଠୁ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା। କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ…

ଆଜିଠାରୁ ଆଇପିଏଲ୍‍ର ୧୩ଶ ସଂସ୍କରଣ

ମୁମ୍ବଇ ଇଣ୍ଡିଆନ୍ସ-ଚେନ୍ନଇ ସୁପର କିଙ୍ଗସ୍‌ ଉଦ୍‌ଘାଟନୀ ମ୍ୟାଚ ଆବୁଧାବି/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ହେବାକୁ ଯାଉଛି। ଶନିବାରଠାରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ…

ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ଶକ୍ତିଶାଳୀ ହେଲା ବାୟୁସେନା, ଆରମ୍ଭ ହେଲା ରାଫେଲ ଯୁଗ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୯ : ଭାରତୀୟ ବାୟୁସେନାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଗୁରୁବାର ଆନୁଷ୍ଠାନିକ ଭାବେ ସର୍ବଧର୍ମ ପୂଜା ପରେ ସାମିଲ କରାଯାଇଛି। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ…
error: Content is protected !!
Open chat