Browsing Tag

today

ରାଷ୍ଟ୍ରପତି ପଦ ପାଇଁ ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶାରୁ ରହିବେ ମନ୍ତ୍ରୀ ଟୁକୁନି, ସାରକା, କଂଗ୍ରେସ ସମର୍ଥନ କରିବନି ଭୁବନେଶ୍ବର ୨୪/୦୬/୨୦୨୨ କଳିଙ୍ଗ ଜ୍ୟୋତି : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ…

ଯୋଗ ଜୀବନରେ ଶାନ୍ତି ଆଣିଦିଏ: ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ନୂଆଦିଲ୍ଲୀ ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ। ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ…

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧୨ଟା ୨୫ରେ ସେ ଦିଲ୍ଲୀରୁ ବାହାରିବେ। ଅପରାହ୍ଣ ୨ଟା ୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ…

ଆଜି ହେବ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ

ଭୋପାଳ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତାମିଲନାଡୁର କୁନ୍ନୁର ଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁଧବାର ପ୍ରାଣ ହରାଇଥିବା ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ଗୁରୁବାର ବେଙ୍ଗାଲୁରୁରୁ ଭୋପାଳ ଅଣାଯାଇଛି । ମୃତଦେହ ଭୋପାଳର ଭୋଜରାଜ ବିମାନବନ୍ଦରରେ…

‘ଦିବ୍ୟ କାଶୀ-ଭବ୍ୟ କାଶୀ’ ପାଇଁ ଉତ୍ସବମୁଖର ବାରାଣସୀ: ଆଜି କାଶୀ ବିଶ୍ୱନାଥ କରିଡର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଦୁଇଦିନିଆ ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଉଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ ଧାମ କରିଡର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି…

ଦିଲ୍ଲୀ ସୀମାରୁ ଆଜିଠାରୁ କୃଷକଙ୍କ ଘରବାହୁଡା

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଏକବର୍ଷରୁ ଅଧିକ କାଳ କୃଷି ଆଇନ ପ୍ରତ୍ୟାହାର ସମେତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ଦାବିରେ ଆନ୍ଦୋଳନର ଚାଷୀମାନେ ସେମାନଙ୍କର ଆନ୍ଦୋଳନ ଧର୍ମଘଟକୁ ପ୍ରତ୍ୟାହାର କରିନେଇଛନ୍ତି। ଏ…

ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ଭାରତର ଉତ୍ତର-ପୂର୍ବ ରାଜ୍ୟ, ଉତ୍ତର-ପଶ୍ଚିମ ବଙ୍ଗକୁ ଛୁଇଁଛି । ଏହାର ପ୍ରଭାବରେ ସ୍କିକିମ, ଅରୁଣାଚଳପ୍ରଦେଶ, ମେଘାଳୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ାଇଛି ।ଏହାଛଡ଼ା ମୌସୁମୀ ମଧ୍ୟ କେନ୍ଦ୍ରୀୟ ଆରବ ସାଗରରେ ଆଉ କିଛି ଅଂଶ,…

ନେତାଜୀ ଭାରତମାତାର ଅମୂଲ୍ୟ ରତ୍ନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। କଟକରେ ଅତ୍ୟାଧୁନିକ ବସ ଟର୍ମିନାଲର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନେତାଜୀଙ୍କ…

ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସବୁ ସଫଳତାର ଶ୍ରେୟ ଦେଲେ ବୈଜ୍ଞାନିକଙ୍କୁ https://twitter.com/narendramodi/status/1350306962676715522 ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ…

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର : ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି…
error: Content is protected !!
Open chat