![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ। ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶ୍ୱାନ । ୭୪ ବର୍ଷିୟ ରାମ ବିଳାସ ପାଶ୍ୱାନ ନିକଟରେ ଦିଲ୍ଲୀର ଏକ ହସ୍ପିଟଲାରେ ହାର୍ଟ ସର୍ଜରୀ କରିଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
![](https://i0.wp.com/kalingajyoti.com/wp-content/uploads/2020/10/Ej0Ng8NU4AEUu8L.jpg?resize=450%2C508&ssl=1)
ଉଲ୍ଲେଖନୀୟ ଯେ, ଗତ ୫ଦଶକରୁ ଅଧିକ ସମୟ ଧରି ପାଶ୍ୱାନ ରାଜନୀତିରେ ସକ୍ରିୟ ଥିଲେ ଏବଂ ଦେଶର ଜଣେ ପ୍ରମୁଖ ଦଳିତ ନେତା ଥିଲେ । ଗତ କିଛି ସପ୍ତାହ ଧରି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।