ପ୍ଲାଜମା ଦାନ ପାଇଁ କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 383
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭: ପ୍ଲାଜମା ଦାନ କରିବାକୁ ଥିବା କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡ଼ିଆରଏଫ, ହୋମଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗୁରୁତର କରୋନା ରୋଗୀଙ୍କ ପାଇଁ ଏହି ପ୍ଲାଜମା ସହାୟକ ହେବ ବୋଲି ସେ କହିଛନ୍ତି । କୋଭିଡ଼ ଯୋଦ୍ଧାଙ୍କ ପ୍ଲାଜମା ଦାନ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ । ସୁସ୍ଥ କରୋନା ରୋଗୀ ପ୍ଲାଜମା ଦେଇ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

7 − 4 =

error: Content is protected !!
Open chat