Monthly Archives

June 2020

ଦେଶରେ କରୋନା ଜନିତ ସୁସ୍ଥ ହାର ୫୮% ରୁ ଅଧିକ ,ମୃତ୍ୟୁ ହାର ପାଖାପାଖି ୩%

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୨୮/୦୬ : ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩

ଜୁନ ୩୦ ସୁଦ୍ଧା ଅଭିଭାବକ ଫି ଦେଇ ନ ପାରିଲେ ପିଲାଙ୍କ ଆଡମିଶନ ରଦ୍ଦ କରିପାରିବ ନାହିଁ ଘରୋଇ ସ୍କୁଲ : ଗୁଜୁରାଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅହମଦାବାଦ ୨୮/୦୬ : ଗୁଜୁରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ ଜୁନ ୩୦ ସୁଦ୍ଧା ଯେଉଁ ଅଭିଭାବକମାନେ ନିଜ ସନ୍ତାନର ସ୍କୁଲ ଫି ଦେଇପାରିନାହାନ୍ତି ଘରୋଇ ସ୍କୁଲ ସେମାନଙ୍କ ପିଲାଙ୍କ ଆଡମିସନ ରଦ୍ଦ କରିପାରିବ ନାହିଁ । ମୁଖ୍ୟ

ଚୀନ୍ ଭାରତକୁ ପିଓକେ ପଟରୁ ଟାର୍ଗେଟ୍ କରିବା ଯୋଜନା କରୁଛି କି?

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୮/୦୬:ଗୋଟିଏ ପଟେ ଏଲଏସି ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୀତିକ ଏବଂ ସାମିରକ ସ୍ତରରେ ଆଲୋଚନା ଜାରି ରହିଛି। ଅନ୍ୟପଟେ ଦୁଇ ଦେଶ ସେନା ଠୁଳ କରିବା ସହିତ ସୀମାରେ ଲଢ଼ୁଆ ବିମାନ ମୁତୟନ କରୁଛନ୍ତି। ଏହାରି ଭିତରେ ଭାରତ ପାଇଁ

ଭାରତ-ଚାଇନା ସୀମା ବିବାଦ: LACରେ ଯୁଦ୍ଧ ଭଳି ପରିସ୍ଥିତି

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮/୦୬ : LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ

ଗଞ୍ଜାମରେ ୩ ଦିନରେ ଗଲା ୩ ଜୀବନ – ବ୍ଲକ ଉପାଧ୍ୟକ୍ଷଙ୍କ ସହ ୩ ମୃତ

କଳିଙ୍ଗ ଜ୍ୟୋତି ବ୍ରହ୍ମପୁର ୨୮/୦୬:ଗଞ୍ଜାମରେ ବଢ଼ିଚାଲିଛି କରୋନାର କାୟା। ଗୋଟିଏ ପଞ୍ଚାୟତରେ ୩ ଦିନରେ କରୋନା ନେଲାଣି ୩ ଜଣଙ୍କ ଜୀବନ। ଧରାକୋଟ ବ୍ଲକ ଜାହାଡା ପଞ୍ଚୟତରେ ଘଟିଛି ଏହି ଘଟଣା। ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଏବେ

ବ୍ୟାଙ୍କ ଠକ ଫେରାର ମେହୁଲ ଚୌକସୀ ମଧ୍ୟ ଦେଇଛି ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଦାନ ଦେଇଛି !

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: କଂଗ୍ରେସର ରାଜୀବ ଗାନ୍ଧି ଫାଉଣ୍ଡେସନ ଚୀନ୍ ଦୂତାବାସ ଜରିଆରେ ଧନ ସଂଗ୍ରହ କରିଥିବାର ବିଜେପି ଅଭିଯୋଗ କରିବା ପରେ ନୂଆନୂଆ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ସୋନିଆ ଗାନ୍ଧିଙ୍କ ପରିଚାଳିତ ଏହି ଫାଉଣ୍ଡେସନକୁ ପିଏନବି ଋଣ ଠକେଇ

କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱଳ୍ପ ମୂଲ୍ୟର ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ ଅନୁମତି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: ମଧ୍ୟମ ତଥା ଗୁରୁତର ଲକ୍ଷଣ ବିଶିଷ୍ଟ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ଦେଇଛନ୍ତି। ବ୍ରିଟିଶ କ୍ଲିନିକାଲ

ମନି ଲଣ୍ଡରିଂ ମାମଲାରେ ଅହମଦ ପଟେଲଙ୍କ ଘରେ ପ୍ରବର୍ତନ ନିର୍ଦେଶାଳୟର ଟିମ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬ : ସନ୍ଦେଶରା ଗ୍ରୁପ ବିରୋଧରେ ୫ ହଜାର କୋଟି ଟଙ୍କା ଠକାମୀ ମାମଲାରେ ଯାଞ୍ଚ କରୁଥିବା ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘରେ ପହଞ୍ଚିଛି | ଗୁଜରାଟ ଫାର୍ମା କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ ଉପରେ ଚାଲୁଥିବା ଠକାମୀ ମାମଲାରେ ଇଡି ମନି

ଭାରତକୁ ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି ପଙ୍ଗପାଳ। ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି ବୁଲୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସଂଗଲଗ୍ନ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋଅର ସଂଖ୍ୟା ୫୦ ଲକ୍ଷ ବଢ଼ିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୨୭/୦୬ : ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସେବଠାରୁ ତାଙ୍କ ବିଷୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ୟା ମଧ୍ୟରେ ତାଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ବହୁତ
error: Content is protected !!
Open chat