Monthly Archives

June 2020

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସୂଚନା : ବାତିଲ ହେବ ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ବାକି ଥିବା ବିଷୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ସେନେଇ ଆସନ୍ତାକାଲି

ଭୁବନେଶ୍ୱରରେ କାର୍ଯ୍ୟରତ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ ଲାଇନ ଜାରି କଲା ବିଏମ୍‌ସି

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି । ସେହିପରି ଭୁବନେଶ୍ବର ବସ୍ତି ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଗାଇଡଲାଇନ୍‌ ଜାରି କରିଛି । ବସ୍ତି ଅଞ୍ଚଳରେ ରହୁଥିବା ସବୁ

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ପଡ଼ିଲା ମହଙ୍ଗା : ଜେଟିପି ନିଲମ୍ବିତ

ପୁରୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୬ : ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ଜଣେ ଜଗନ୍ନାଥ ମନ୍ଦିର ଟେମ୍ପୁଲ ପୋଲିସ (ଜେଟିପି)ଙ୍କ ପାଇଁ ମହଙ୍ଗା ପଡିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୋମବାର ନିଲମ୍ବନ କରାଯାଇଛି। ସେ ହେଲେ ଜେଟିପି ସୁଦର୍ଶନ ସାହୁ।

କଥା ରଖିଲା ଫ୍ରାନ୍ସ : ଭାରତରେ ଜୁଲାଇ ଶେଷ ସୁଦ୍ଧା ପହଞ୍ଚିବ ୬ଟି ରାଫେଲ ଯୁଦ୍ଧ ବିମାନ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬: ଗେମ ଚେଞ୍ଜର କୁହାଯାଉଥିବା ରାଫେଲ ଯୁଦ୍ଧ ବିମାନ ଖୁବଶୀଘ୍ର ଭାରତ ପାଖରେ ପହଞ୍ଚିବାକୁ ଯାଉଛି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ଭାରତ ପାଖରେ ‘ଫୁଲ ଲୋଡେଡ୍‌’ ୬ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚି ଯିବ ବୋଲି ଜଣାପଡ଼ିଛି। ଏଥିରେ ଲଙ୍ଗ ରେଞ୍ଜ ମେଟୋରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଘୋଷଣା : ଖୁବଶୀଘ୍ର ଦିଲ୍ଲୀରେ ହେବ ପ୍ଲାଜମା ବ୍ୟାଙ୍କ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଆଜି (ସୋମବାର) ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ୱାଲ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ପ୍ଲାଜମା ବ୍ୟାଙ୍କ ତିଆରି କରିବାକୁ ଯାଉଛୁ। ଏହା ସମଗ୍ର ଦେଶରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ହେବ। ଯେଉଁମାନେ

ଭାରତ ମହାସାଗରରେ ଜାପାନ ଓ ଭାରତୀୟ ନୌସେନାର ମିଳିତ ସମରାଭ୍ୟାସ : ଚୀନ ବିରୁଦ୍ଧରେ ଭାରତ ପଛରେ ଛିଡ଼ା ହେଲା ଜାପାନ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗତ ଶନିବାରଦିନ ଭାରତ ମହାସାଗରରେ ଜାପାନ ଓ ଭାରତର ନୌସେନା ମିଳିତଭାବେ ସମରାଭ୍ୟାସ କରିଛନ୍ତି । ଏଥିରେ ଭାରତୀୟ ନୌସେନାର ଆଇଏନଏସ ରାନା ଓ ଆଇଏନଏସ କୁଲିସ ଯୁଦ୍ଧ ଜାହାଜ ଓ ଜାପାନର ନୌସେନାର ଜେଏସ କାସିମା ଓ ଜେଏସ ସିମାୟୁକି ଯୋଗ ଦେଇଥିଲେ

‘ମିଶନ ଅଲ ଆଉଟ’ : ଜମ୍ମୁ – କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କାରଣରୁ ତିନି ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ

ଶ୍ରୀମନ୍ଦିର ପ୍ରଶାସନ ଜାରି କଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରାର ସମୟ ନିର୍ଘଣ୍ଟ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୯/୦୬:ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ କରିଛି। ୧ ତାରିଖ ସକାଳ ୮ଟାରୁ ୧୦ଟା ମଧ୍ୟରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି। ସେହିପରି ଦିନ ୧୦ଟା ୩୦ରୁ ୧୧ଟା ୩୦
error: Content is protected !!
Open chat