Monthly Archives

June 2020

ଜୁନ ୨୯, ଆଜି ହେଉଛି ଜାତୀୟ ପରିସଂଖ୍ୟାନ ଦିବସ : ଭାରତର ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୯/୦୬ : ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ କରାଯାଇଥାଏ। ପଦ୍ମବିଭୂଷଣ ମହାଲନୋବିସଙ୍କୁ ଭାରତୀୟ ପରିସଂଖ୍ୟାନର ପିତା କୁହାଯାଏ। ପ୍ରତିବର୍ଷ ଜୁନ୍‌ ୨୯ରେ ଜାତୀୟ ପରିସଂଖ୍ୟାନ

ରାଉରକେଲା, ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା

ରାଉରକେଲା (କଳିଙ୍ଗ ଜ୍ୟୋତି), ୨୯/୦୬ : ରାଉରକେଲାସ୍ଥିତ ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ରାଉରକେଲାସ୍ଥିତ ବାସ୍ତନୀ କଲୋନି ମାଲଗୋଦାମ ବସ୍ତିରେ ହରିଶ୍ଚନ୍ଦ୍ର କଣ୍ଟିଆ (୨୨) ବସବାସ କରନ୍ତି। ଗତକାଲି ରାତିରେ ତାଙ୍କ

ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କର ଭାରତକୁ ୩୭ ଶହ କୋଟି ଋଣ ପ୍ରଦାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ,୨୯।୦୬: ଭାରତରେ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ରବିବାର ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାର (୩୭ ଶହ କୋଟି) ର ଋଣ ସହାୟତା ପ୍ରଦାନ କରିଛି। ବ୍ୟାଙ୍କର ବୋର୍ଡ ଅଫ ଏକଜିକ୍ୟୁଟିଭ ଡାଇରେକ୍ଟର୍ସ ଏହି ଋଣ ରାଶିକୁ ମଞ୍ଜୁର କରିଥିବା ସୂଚନା

ଏୟାର ଇଣ୍ଡିଆ ବିଡିଂ କ୍ରମାଗତ ଭାବେ ତୃତୀୟ ଥର ଲାଗି ଘୁଞ୍ଚିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯।୦୬ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ସରକାର ତୃତୀୟ ଥର ଲାଗି ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଏହାକୁ ଆଗାମୀ ୨ ମାସ ବା ଅଗଷ୍ଟ ୩୧ ଯାଏ ଘୁଞ୍ଚାଯାଇଛି। କୋଭିଡ ଯୋଗୁ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ସମସ୍ୟା

ସବୁଠୁ ଗରିବ ସାଂସଦ ହେଉଛନ୍ତି ମଣିପୁର ରାଜା

କଳିଙ୍ଗ ଜ୍ୟୋତି ଦିଲ୍ଲୀ ୨୯/୦୬:ନୂଆଦିଲ୍ଲୀ: ବିଜେପି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମଣିପୁର ରାଜା ଲିସେମ୍ବା ସାନାଜୋବା ୬୨ ଜଣ ନୂଆ ସାଂସଦଙ୍କ ଭିତରେ ଗରିବ ବୋଲି ଜଣାଯାଇଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସର ଜୁନ୍–୨୦୨୦ ରିପୋର୍ଟ ଅନୁଯାୟୀ,

ଆମେରିକା ବୈଜ୍ଞାନିକମାନେ କରୋନା ଭାଇରସ୍ ସଂକ୍ରମଣ କରାଉଥିବା ଓ ରୋକୁଥିବା ଜିନ୍ ଚିହ୍ନଟ କଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଜିନ୍-ଏଡିଟିଙ୍ଗ୍ ଟୁଲ୍ ‘ସିଆର୍‌ଆଇଏସ୍‌ପିଆର୍-କ୍ୟାସ୍୯’ ବ୍ୟବହାର କରି ଆମେରିକା ବୈଜ୍ଞାନିକମାନେ ସଂକ୍ରମିତ ଜୀବକୋଷ ମଧ୍ୟରୁ କରୋନାଭାଇରସ୍ ସଂକ୍ରମଣରେ ସହାୟତା କରୁଥିବା କିଂବା ସଂକ୍ରମଣ ରୋକୁଥିବା କେତେକ ଜିନ୍ ବା ଗୁଣସୂତ୍ର

ଜୁଲାଇ ମାସ ୧୦ ସୁଦ୍ଧା ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା-ଆଇ ଆର ଡ଼ି ଏ ଆଇ ଙ୍କ ବୀମା କମ୍ପାନୀ ଙ୍କୁ ନିର୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬ :ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶ ମଧ୍ୟରେ କୋଭିଡ ମାମଲା ବଢୁଥିବାରୁ

କଟକ : ସିଡିଏ, ସେକ୍ଟର-୯ରେ ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ, ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଟକ (କଳିଙ୍ଗ ଜ୍ୟୋତି) ୨୯/୦୬ : କଟକ ସହରର ସିଡିଏ ସେକ୍ଟର-୯ ଅଞ୍ଚଳରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଗ୍ନିଶମ ବିଭାଗର ସହଯୋଗରେ କଟକ

ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ : ୪ଆତଙ୍କବାଦୀ ନିପାତ

କରାଚି, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯।୬ : କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୋମବାର ଷ୍ଟକ୍‌ ଏକ୍ସଚେଞ୍ଜ ଭିତରକୁ ୪ଜଣ ଆତଙ୍କବାଦୀ ପ୍ରବେଶ କରି ଗ୍ରେନେଡ ମାଡ଼ କରିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣାରେ ୪ଜଣ ଆତଙ୍କବାଦୀ ନିହତ

ବି ଏମ ସି କମିଶନରଙ୍କ ସୂଚନା : ଆଗାମୀ ୪ସପ୍ତାହ ଗୁରୁତ୍ବପୂର୍ଣ୍ଣ, ରାଜଧାନୀରେ ସଟ୍‌ଡାଉନ ନେଇ ନିଆଯାଇପାରେ ନିଷ୍ପତ୍ତି

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬:କରୋନା କଟକଣା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ, ଆଗକୁ ସଟଡାଉନ ନେଇ ନିଷ୍ପତ୍ତି ସରକାର ନେବେ । ରାଜଧାନୀରେ ବସ୍ତିଗୁଡିକ ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ
error: Content is protected !!
Open chat