Monthly Archives

June 2020

ରାଜ୍ୟର ୯ ଜିଲ୍ଲାରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: କରୋନା ସଂକ୍ରମଣର ମାତ୍ରା ପରଖିବାକୁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର(ବିଏମସି), କଟକ ଓ ପୁରୀ ଜିଲ୍ଲା ସମେତ ୯ଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ

କରୋନା ବ୍ରେକିଙ୍ଗ : ଆଜି ଭୁବନେଶ୍ୱରରୁ ଆଉ ୨୫ ଆକ୍ରାନ୍ତ ଚିହ୍ନଟ, ୨୩ଟି ଲୋକାଲ୍ କେସ୍

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : ସୋମବାର ଭୁବନେଶ୍ୱରରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ଟି ହୋମ୍ କ୍ୱାରେଣ୍ଟିନ୍‌, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ୨୩ଟି ସ୍ଥାନୀୟ ମାମଲା

ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ୨୦ହଜାର ନୂତନ ନିଯୁକ୍ତି ଦେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ୨୦ ହଜାର କର୍ମଚାରୀଙ୍କୁ ସାମୟିକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ କମ୍ପାନୀ ରବିବାର ସୂଚନା ଦେଇଛି। ଅନ୍‌ଲାଇନ ଶପିଙ୍ଗ୍‌ରେ ଅଭିଜ୍ଞତା ଥିବା ବ୍ୟକ୍ତି ବିଶେଷଙ୍କୁ

କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିନ ପୂର୍ବରୁ ଭୁବନେଶ୍ୱରରେ ଓଏଫଏସ ଅଫିସରଙ୍କ ଆତ୍ମହତ୍ୟା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୬:ଓଏଫଏସ୍ ଅଫିସରଙ୍କ ଆତ୍ମହତ୍ୟା । ରାଜଧାନୀ ଖଣ୍ଡଗିରି ଡୁମଡୁମା ଫେଜ୍-୪ ଅଂଚଳରୁ ଆସିଛି ଏଭଳି ଖବର । ଏକ ଓଢ଼ଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି ଓଏଫଏସ୍ ପାଇଥିବା ଅଭିଳାଷ ସୂରୂପ ମହାପାତ୍ର । ସେ ଆଜି ନୂତନଭାବେ କାର୍ଯ୍ୟରେ ଯୋଗ

ଗତ ୨୪ ଘଣ୍ଟାରେ ଦେଶରେ ୧୯ ହଜାର ୪୫୯ ଜଣ ଆକ୍ରାନ୍ତ ଚିହ୍ନଟ, ୩୮୦ ମୃତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ୨୯/୦୬: ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଅତିରିକ୍ତ…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍

ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ରୁଜୁ ହେଲା FIR

ବଢିଲା ରାମଦେବଙ୍କୁ ଅଡୁଆ । ରାଜସ୍ଥାନରେ ଯୋଗଗୁରୁ ବାବା ରାମଦେବ, ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ରୋଗ ଠିକ୍‌ ହେବା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବିକୁ ବିରୋଧ କରି ଥାନାରେ FIR ରୁଜ୍ଜୁ ହୋଇଛି ।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬ : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି । ଏହି ମର୍ମରେ ରାଜ୍ୟ

ନିଜ ବିଫଳତା ଲୁଚାଇବାକୁ ଯାଇ ଭାରତକୁ ଦୋଷ ଦେଲେ ନେପାଳ ପ୍ରଧାନମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ କାଠମାଣ୍ଡୁ ୨୯/୦୬: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ନୂଆଦିଲ୍ଲୀ ଏବଂ କାଠମାଣ୍ଡୁରେ କରାଯାଉଛି। ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଓଲି କହିଛନ୍ତି ଯେ ଦେଶର ଏକ ନୂତନ ମାନଚିତ୍ର ପ୍ରକାଶ କରି

ଦଶରଥପୁର ପୁଣି ନୂଆ ୧୩ ଆକ୍ରାନ୍ତ ଚିହ୍ନଟ : ହୋମ କ୍ୱାରେଣ୍ଟାଇନ ପାଇଁ ବଢିଲା ଚିନ୍ତା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର୨୯/୦୬: ୧୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସଂଘରୋଧ କେନ୍ଦ୍ରରେ ଥିବାବେଳେ ଜଣେ ହୋମ କ୍ୱାରେଣ୍ଟାଇନରେ ଥିଲେ । ପାଲଟପୁର ପଂଚାୟତ କଣ୍ଟିବାଙ୍କ ଗ୍ରାମର ୬୪ ବର୍ଷିୟା ବୃଦ୍ଧା ଦିଲ୍ଲିରୁ ଫେରିଥିବାବେଳେ ସେ ଶାସ୍ତ୍ରୀଜି ନୋଡାଲ ବିଦ୍ୟାଳୟ ସଂଘରୋଧ
error: Content is protected !!
Open chat