ରାଜଧାନୀର ଜମି ହଡପକାରୀ ସାବଧାନ !! ନଜର ରଖିଛି ବ୍ଲୁଇସ ଆପ୍ ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ରାଜଧାନୀର ସରକାରୀ ଜମିକୁ ହଡପ କରୁଥିଲେ ଏଥର ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଉପରେ ନଜର ରଖିଛି ବ୍ଲୁଇସ ଆପ୍। ନାସା ସହ ସମ୍ପର୍କ ରଖି ସରକାରୀ ଜମି ଉପରେ ନଜର ରଖିଛି ଏହି ଆପସ। ସରକାରୀ ସ୍ତରର ଏଭଳି ଆପସ ଜରିଆରେ ଜମି ତଦାରଖ କରିବା!-->…