Daily Archives

July 9, 2020

ଚାଇନାକୁ ଆମେରିକାର କଡ଼ା ଚେତାବନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭:ୱାଶିଂଟନ: ଚାଇନା ବିରୋଧରେ ଆହୁରି ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଯୋଜନା କରୁଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ତେବେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ କିଛି ବି କୁହାଯାଇ ନାହିଁ। କରୋନା

ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ସିଂହାସନ ଆରୋହଣକୁ ୫୦ ବର୍ଷ ପୂରିଲା : ଶ୍ରୀମନ୍ଦିର ଇତିହାସରେ ବିରଳ…

ପୁରୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ଦୀର୍ଘ ଦୁଇଶହ ବର୍ଷ ପରେ କୌଣସି ଗଜପତି ଭାବେ ଦିବ୍ୟସିଂହ ଦେବ ୫୦ ବର୍ଷ ଧରି ଶ୍ରୀ ଜଗନ୍ନାଥଙ୍କ ସେବା କରିବାର ଏହି

ଚୀନ୍‌ର ମାତ୍ରାଧିକ ଆକ୍ରମଣାତ୍ମକ କାର୍ଯ୍ୟକୁ ମୁକାବିଲା କରିବାକୁ ଭାରତ ମୁହଁତୋଡ ଜବାବ ଦେଇଛି : ମାଇକ୍‌ ପମ୍ପିଓ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭ : ଚୀନ୍‌ର ମାତ୍ରାଧିକ ଆକ୍ରମଣାତ୍ମକ କାର୍ଯ୍ୟକୁ ମୁକାବିଲା କରିବାକୁ ଭାରତ ମୁହଁତୋଡ ଜବାବ ଦେଇଛି। ଚୀନ୍‌ର ମାତ୍ରାଧିକ ଆକ୍ରମଣାତ୍ମକ କାର୍ଯ୍ୟର ମୁକାବିଲା କରିବାକୁ ଭାରତୀୟମାନେ ଯଥାସାଧ୍ୟ ଉଦ୍ୟମ କରିଥିବା କଥା ବୁଧବାର ଦିନ

ଓଡ଼ିଶା ହାଇକୋର୍ଟ ଆସନ୍ତା ଜୁଲାଇ ୧୦ ପର୍ଯ୍ୟନ୍ତ ବନ୍ଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୯/୦୭: ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛି ସିଏମ୍‌ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରାର ଆସନ୍ତା ୧୦

ସେନା କର୍ମଚାରୀଙ୍କୁ ଫୋନରୁ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ୮୯ଟି ଆପ୍ସକୁ ଡିଲିଟ ପାଇଁ ନିର୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ୮୯ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା

କୋଭିଡ୍‌-୧୯ ପାଇଁ ସିବିଏସ୍‌ଇର ସଂଶୋଧିତ ପାଠ୍ୟକ୍ରମ ପ୍ରକାଶିତ : ଏଥର ସଂଘବାଦ, ନାଗରିକତା, ଜାତୀୟତା ଓ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି। ସମସ୍ତ ବିଷୟକୁ ୩୦% ଲେଖାଏ କମାଯିବା ସହ ସଂଶୋଧିତ

ଓଜେଇଇ ପଞ୍ଜୀକରଣ ତାରିଖ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍‌ଲାଇନ୍‌ ପଞ୍ଜୀକରଣ ଅବଧି ଜୂଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ବୁଧବାର ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଶେଷ ମୁହୂର୍ତ୍ତରେ ଆବେଦନ କରୁଥିବା

ସଚିନ ତେନ୍ଦୁଲକର ଉଦ୍‌ଘାଟନ କଲେ ପ୍ଲାଜ୍‌ମା ଥେରାପି ୟୁନିଟ୍‌

ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ମୁମ୍ବାଇର ସୁନ୍ଦରବନ, ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍‌ମା ଥେରାପୀ ୟୁନିଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ୟୁନିଟ୍‌ରେ କୋଭିଡ୍‌-୧୯ ସଂକ୍ରମିତଙ୍କ ଚିକିତ୍ସା ହେବ।

କାନପୁର ଏନ୍‌କାଉଣ୍ଟରର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେ ପୋଲିସ ପଞ୍ଝାରେ ,ଉଜ୍ଜେନରୁ ହେଲା ଗିରଫ

କଳିଙ୍ଗ ଜ୍ୟୋତି ବ୍ୟୁରୋ କାନପୁର ୦୯/୦୭ : କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍‌ଆଉଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଡ଼ା କାର୍ଯ୍ୟାନୁଷ୍ଠାନ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିର ୩୨୯.୬୬ କୋଟି ଟଙ୍କାର…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଜୁନ୍ ମାସ
error: Content is protected !!
Open chat