ଗୋଷ୍ଠୀ ସଂକ୍ରମଣ ମୁହାଁ କେରଳ !! ସୂଚନା ଦେଲେ ମୁଖ୍ୟମନ୍ତ୍ରୀ – କୋଭିଡ-୧୯ ଗୋଷ୍ଠୀ ସଂକ୍ରମଣରେ ଭାରତର ପ୍ରଥମ…
ତିରୁଅନନ୍ତପୁରମ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୯/୦୭ : କେରଳରେ ପ୍ରଥମ କରି କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ, ରାଜଧାନୀ!-->…