Daily Archives

July 23, 2020

ଫେଜ୍ -୩ରେ ଫାଭିପିରାଭିର ସକାରତ୍ମକ କ୍ଲିନିକାଲ୍ ପରୀକ୍ଷଣ ସଫଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ସାମାନ୍ୟ ଏବଂ ମଧ୍ୟମ ନୋବେଲ କରୋନାଭାଇରସ୍ ରୋଗୀଙ୍କ ଉପରେ ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ୍ -୩ କ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି। ଏ ନେଇ ଘୋଷଣା କରିଛି ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ। ବୁଧବାର ଦିନ ଏକ ବିବୃତ୍ତିରେ ଗ୍ଲେନମାର୍କ

ସେରୋଲୋଜିକାଲ ସର୍ଭେ ରିପୋର୍ଟ : କରୋନା ସଂକ୍ରମିତଙ୍କ ସୁସ୍ଥତା ଦ୍ୱାରା ରୋଗ ପ୍ରତିରୋଧୀ କ୍ଷମତା ‘ଆଣ୍ଟିବଡି’…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗୋଟିଏ ପଟେ ଚିନ୍ତା ବଢିଛି। ଦିନକୁ ଦିନ ସଂକ୍ରମିତ ସଂଖ୍ୟା ମଧ୍ୟ ବଢୁଛି। ନମୁନା ପରୀକ୍ଷା ଯେତେ ଅଧିକ ସଂଖ୍ୟାରେ ହେଉଛି; ତଦନୁଯାୟୀ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଦେଖାଯାଇଛି। ଜୁନ୍‌, ଜୁଲାଇ

ଭାରତୀୟ ଆଣ୍ଟିଜେନ ଟେଷ୍ଟିଂ କିଟକୁ ମିଳିଲା ଆଇସିଏମଆରର ମଞ୍ଜୁରୀ, ୩୦ ମିନିଟରେ ଆସିବ ରେଜଲ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ଟେଷ୍ଟ କିଟ ‘ପେଥୋକେଚ୍ କୋଭିଡ୍-୧୯ ଆଣ୍ଟିଜେନ ଟେଷ୍ଟିଂ କିଟ’କୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଗତ କାଲି ଏହି ଟେଷ୍ଟିଂ କିଟକୁ ଅନୁମୋଦିତ କରିଛି। ଏହା ହେଉଛି ସଂପୂର୍ଣ୍ଣରୂପେ ଭାରତରେ ତିଆରି

ରାଜଧାନୀରେ ଆରଏମଆରସିର ସେରୋଲଜିକାଲ ସର୍ଭେ : ୧.୪୨% ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି; କଂରୋନ ସଂକ୍ରମିତ ହୋଇ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଜଧାନୀରେ କରୋନା ଜନିତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ , ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କେତେ ଲୋକଙ୍କୁ କରୋନା ହୋଇ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି , କେତେ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି ତାହା ଜାଣିବା ପାଇଁ

ସିବିଏସ୍‌ଇ ପରି ଓଡ଼ିଆ ମାଧ୍ୟମ ସ୍କୁଲ୍‌ ସିଲାବସ୍‌କୁ ବି ହ୍ରାସ କରାଯିବ: ଗଣଶିକ୍ଷା ମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ଏଣିକି ସିବିଏସ୍‌ଇ ଭଳି ଓଡ଼ିଆ ମାଧ୍ୟମ ସ୍କୁଲ୍‌ରେ ମଧ୍ୟ ପାଠ୍ୟଖସଡ଼ା କମାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏ ବର୍ଷ କରୋନା ପରିସ୍ଥିତି ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେବା ପରେ

କରୋନା ଟିକାକୁ ନେଇ ବଡ଼ ବୟାନ ଦେଲା “ହୁ” : ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକା ବ୍ୟବହାରର ଆଶା ନାହିଁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ :କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି। ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବୈଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା ଟିକା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ମହାମାରୀ କରୋନା ବିରୋଧୀ ଲଢ଼େଇ ଏବେ ନିର୍ଣ୍ଣାୟକ

ଆମେରିକୀୟ ଉଦ୍ୟୋଗପତିଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି।

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଭାରତରେ ନିବେଶ କରିବାକୁ ଆମେରିକୀୟ ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଇଣ୍ଡିଆ ଆଇଡିଆ ସମ୍ମିଳନୀ ୨୦୨୦କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ

ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୩/୦୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍‌ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ମେକ୍‌ ଇନ୍‌ ଇଣ୍ଡିଆ

ଭଦ୍ରକ ଜିଲ୍ଲାରେ ଧାରା ଶ୍ରାବଣ ମାସରେ ଶୁଖିଲା ପଡିଛି ଚାଷଜମି,ବର୍ଷା ଅଭାବରୁ ଧାନତଳି ନଷ୍ଟ ହେବାକୁ ବସିଛି।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୩/୦୭ : ଧାରା ଶ୍ରାବଣମାସରେ ବର୍ଷା ବିନା ଶୁଖିଲା ପଡିଛି ଚାଷଜମି । ପାଣି ବିନା ଚାଷ ଜମି ଫାଟି ଆଁ କଲାଣି, ଏ ଦୃଶ୍ଯ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନାଦରପୁର ଆଦି ଅଞ୍ଚଳର, ଚୈତ୍ର ବୈଶାଖରେ ଅଦିନିଆ ମେଘ ଯୋଗୁଁ ଚାଷ

ଭାରତର ବୈଦେଶିକ ନୀତି ନିରପେକ୍ଷ ରହିବ ବୋଲି ଆଶା କରୁଛୁ : ଚୀନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଚୀନ ସହ ବିବାଦ ପରେ ଭାରତ ଧୀରେ ଧୀରେ ଆମେରିକା ଢଳୁଥିବାରୁ ଆଗାମୀ ଦିନରେ ବିଶ୍ୱର ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବା ଆଶା କରାଯାଉଛି । କିନ୍ତୁ ଚୀନ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛି । ଚୀନ ପକ୍ଷରୁ ବୁଧବାର ଦିନ କୁହାଯାଇଛି ଯେ
error: Content is protected !!
Open chat