ରେକର୍ଡ ମୁହାଁ ଓଡ଼ିଶା : ଆଜି ରାଜ୍ୟରେ ପୁଣି ୧୨୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ !! – ମୋଟ ଆକ୍ରାନ୍ତଙ୍କ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ରାଜ୍ୟରେ ଆଜି ପୁଣି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି ପାଇଛି। ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି!-->…