ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନି :ଆର୍ଏମ୍ଆର୍ସିର ଅନ୍ତରୀଣ ରିପୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭ : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଜୁଲାଇ ୧ରୁ ୧୮ ଭିତରେ ୮୨୦ ଜଣ ଆକ୍ରାନ୍ତ କେବଳ ଭୁବନେଶ୍ବର ସହରରେ ଚିହ୍ନଟ ହେଲେଣି। ଏବେ ବି ୬୨୪ଜଣ ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରତିଦିନ!-->…