Monthly Archives

July 2020

ରାଜ୍ୟରେ ଘରୋଇ ବିମାନ ଉଡ଼ାଣ ଉପରେ କଟକଣା । ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଘରୋଇ ବିମାନ ଉଡ଼ାଣ ସଂଖ୍ୟା କମାଇବାକୁ ରାଜ୍ୟ ସରାକର ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ ହଟ୍‌ସ୍ପଟ୍‌ ରାଜ୍ୟ ଓ ଅଞ୍ଚଳରୁ ରାଜ୍ୟକୁ ଅଧିକ ବିମାନ ଚଳାଚଳ କଲେ ସଂକ୍ରମଣ ବଢ଼ୁଥିବା ନେଇ

ଭୁବନେଶ୍ବରରେ ଆରମ୍ଭ ହେବ ରାପିଡ୍‌ ଆଣ୍ଟିବଡି ଟେଷ୍ଟ – ବିଏମ୍‌ସି କମିଶନର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍‌ କେସ୍‌ ଅଧିକ ବାହାରୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ

ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ଉପଲେକ୍ଷେ : ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ…

ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୧୯ ତମ ଜନ୍ମଜୟନ୍ତୀ । ୧୯୦୧ ଜୁଲାଇ ୬ ତାରିଖରେ ଡ. ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ । ଏହି

ତ୍ୟାଗ, ସଞ୍ଜମ ଓ ଶୃଙ୍ଖଳା – କୋଭିଡ଼ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତିନି ମନ୍ତ୍ର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜ୍ୟବାସୀଙ୍କୁ କରୋନା ମୁକାବିଲା ନେଇ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ ପ୍ରତିଷେଧକ ଟୀକା ମଧ୍ୟ ଆସିନାହିଁ । ତେଣୁ କରୋନା ଔଷଧ ଆସିବା ଯାଏଁ କୋଭିଡ଼ର ସମସ୍ତ ନିୟମ ପାଳନ

ସଫଳ କରୋନା ପ୍ରତିଷେଧକ ଟୀକା ନ ବାହାରିବା ଯାଏଁ ସ୍କୁଲ କଲେଜ ବନ୍ଦ ରହୁ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୬/୦୭ : ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦ ପ୍ରତିଶତ ଅଭିଭାବକ କରୋନା ପ୍ରତିଷେଧକ ଟୀକା

ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ- ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭ : ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଛି । ଜୁଲାଇ ମାସ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ

ଜୁଲାଇ ୨୧ ରୁ ଅମରନାଥ ଯାତ୍ରା : ସମସ୍ତ ଯାତ୍ରୀଙ୍କର ହେବ କୋଭିଡ଼ ଟେଷ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୦୬/୦୭ : ବାବା ଅମରନାଥଙ୍କ ପ୍ରସିଦ୍ଧ ଦିବ୍ୟ ଆଳତୀ ଆରମ୍ଭ ହୋଇଛି। ଜୁଲାଇ ୫ ରୁ ଅଗଷ୍ଟ ୩ ତାରିଖ ଯାଏଁ ସକାଳ ଓ ସନ୍ଧ୍ୟା ଆଳତୀ ପ୍ରତ୍ୟେକ ଦିନ ଦୂରଦର୍ଶନରେ ସିଧାପ୍ରସାରଣ କରାଯିବ। ଏହାସହ ଚଳିତ ବର୍ଷ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା।

ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟଛି।ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ କିଛିଦିନ ହେବ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ତାଙ୍କ

କରୋନା ପାଇଁ ଆଇସିଏସ୍‌ଇ, ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ ହେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭: କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଆଇସିଏସ୍‌ଇ ଏବଂ ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ କରାଯାଇଛି। ହ୍ରାସ ପାଇଥିବା ପାଠ୍ୟକ୍ରମ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ
error: Content is protected !!
Open chat