Monthly Archives

August 2020

କୋଭିଡ ନମୁନା ପରୀକ୍ଷାରେ ଓଡିଶା ଆଗୁଆ: ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ନମୂନା ପରୀକ୍ଷଣ – ଟ୍ୱିଟ କରି…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ଓଡିଶା ନମୂନା ପରୀକ୍ଷଣ କରିବାରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ନମୂନା ପରୀକ୍ଷା କରି ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଓଡିଶା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି। କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ

ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ.‌କେ.ସାଇନିଙ୍କ ଆଶ୍ୱାସନା: “ଭାରତୀୟ ସେନା ସ୍ୱଦେଶୀ ଅସ୍ତ୍ରରେ ଯୁଦ୍ଧ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ସ୍ୱଦେଶ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱାରା ସେନା ବାହିନୀ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ‘ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍‌ ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି’ର (ଏଫ୍‌ଆଇସିସିଆଇ) ୱେବିନର୍‌ରେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ୍‌ ଜେନେରାଲ୍

ରାଜ୍ୟର ସମସ୍ତ ବିଚାରପତିଙ୍କ ପାଇଁ ‘କାର୍ଯ୍ୟ ମାପଦଣ୍ଡ’ ଧାର୍ଯ୍ୟ: ପ୍ରତ୍ୟେକ ବିଚାରପତିଙ୍କ ପାଇଁ…

ଭୁବନେଶ୍ୱର/କଟକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ରାଜ୍ୟର ସମସ୍ତ କ୍ୟାଡର୍‌ର ବିଚାରପତିଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ମାପଦଣ୍ଡ (ୟାର୍ଡଷ୍ଟିକ୍‌) ସ୍ଥିର ହୋଇଛି। ସୋମବାର ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରୁ ଏହି ନୂତନ ମାପଦଣ୍ଡ ବ୍ୟବସ୍ଥା

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ “ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ” ସରକାରୀ ଭାବେ ହେଲା “ଶିକ୍ଷା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବେ ସରକାରୀ ଭାବେ ଶିକ୍ଷା ମନ୍ତ୍ରାଳୟ ଭାବେ ପରିବର୍ତ୍ତିତ ହୋଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରାଯାଇ

ଗୃହମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି ହେଲେ , କିଛିଦିନ ତଳେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । ନିକଟରେ ଅମିତ ଶାହା କରୋନାରୁ

ଧୋନୀ-ରାଇନାଙ୍କ ଅବସର ନେବା ପଛର କାରଣ , ରାଇନା ନିଜେ ଖୋଲିଲେ ରହସ୍ୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ପୂର୍ବତନ ଅଧିନାୟକ ଏମଏସ ଧୋନି ଅବସର ନେବାର କିଛି ସମୟ ପରେ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନା ପ୍ରକାଶ କରିଛନ୍ତି ଯେ ଦୁଇଜଣ କାହିଁକି ଗୋଟିଏ ଦିନରେ ଅବସର ନେଇଛନ୍ତି। ରାଇନା (ସୁରେଶ ରାଇନା) କହିଛନ୍ତି ଯେ ଚେନ୍ନାଇରେ ପହଞ୍ଚିବା

ଚୀନ୍ : ଜିନଜିଆଙ୍ଗରେ ମସଜିଦ୍ ଭାଙ୍ଗି ନିର୍ମାଣ କରିଦିଆଗଲା ସାର୍ବଜନିକ ଶୌଚାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ବେଜିଂ ୧୮/୦୮ : ଉଇଗୁର ମୁସଲମାନଙ୍କ ପ୍ରତି ଉତ୍ପିଡ଼ନ ନେଇ ଚୀନ୍‌ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ତେବେ ଜିନଜିଆଙ୍ଗ ପ୍ରାନ୍ତ ଆତୁସ୍‌ର ଏକ ଘଟଣା ସରକାରଙ୍କ କଠୋର ଇସ୍ଲାମନୀତିକୁ ପଦାରେ ପକାଇଦେଇଛି। ଏଠାରେ ଦୀର୍ଘ ବର୍ଷରୁ ଥିବା ଟୋକୁଲ

‘ଫେସବୁକ୍’ ଓ ‘ହ୍ବାଟ୍ସଆପ’କୁ କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ : ସଂସଦୀୟ କମିଟି ତଦନ୍ତ ଦାବି କଲା କଂଗ୍ରେସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଫେସବୁକ୍’ ଓ ‘ହ୍ବାଟ୍ସଆପ’କୁ ନେଇ ଏବେ ଦେଶବ୍ୟାପୀ ସୃଷ୍ଟି ହୋଇଛି ବିବାଦ । ଫେସବୁକ୍ ବିଜେପି ଓ ଆରଏସଏସ୍ ନେତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି କଂଗ୍ରେସ ଏହାର ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ତଦନ୍ତ

ରାଜଗାଙ୍ଗପୁର: ବିଧାୟକଙ୍କ ଦ୍ଵାରା ହସ୍ପିଟାଲ ଓ ବିଭିନ୍ନ ସରକାରୀ ଅଫିସ ମାନଙ୍କରେ ସେନସରଯୁକ୍ତ ସ୍ୱୟଂଚାଳିତ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୭/୦୮ : ଦୀର୍ଘ ଦିନ ହେବ ସାରା ବିଶ୍ୱରେ ଚୀନରୁ ସୃଷ୍ଟି ହୋଇଥିବା କରୋନା ମହାମାରୀର ଆତଙ୍କ ତାର ତାଣ୍ଡବ ରଚି ଚାଲିଛି । ଶିଶୁ ଠାରୁ ବୃଦ୍ଧ-ବୃଦ୍ଧା ସମସ୍ତେ ତାର ପ୍ରଭାବରେ ପ୍ରଭାବିତ। ଏଥିରୁ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର

ପରଲୋକରେ ‘ପଣ୍ଡିତଜୀ’ : ବିଶିଷ୍ଟ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮: ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତି ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି । ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ନିଉ ଜର୍ସିରେ ଦେହାନ୍ତ ହୋଇଯାଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ
error: Content is protected !!
Open chat