ଆପଣଙ୍କ କେଶ ଜଟା ହେଉଛି କି? ଆପଣାନ୍ତୁ ଏହି ସବୁ ଉପାୟ
ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ମହିଳାକୁ ନିତିଦିନ କେଶ ବିନ୍ୟାସ କରିବାକୁ ସମୟ ମିଳିନଥାଏ। ଯେଉଁ କାରଣରୁ ସେମାନ କେଶକୁ ଅସଜଡ଼ା ଭାବେ ବାନ୍ଧି ଦେଇ ନିଜ କାମରେ ବାହାରି ଯାଇଥାନ୍ତି। ଏପରି ଲଗାତର କିଛି ଦିନ ହେଲେ କେଶ ଜଟା ହେବା ଆରମ୍ଭ ହୋଇଯାଏ। ଥରେ କେଶ ଜଟା ହୋଇଗଲେ ତାହାକୁ କୁଣ୍ଡାଇ!-->…