Monthly Archives

December 2020

ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୋଗରାଇ : ଭଲପାଇ ଅନ୍ୟ ଜାତିର ପୁଅକୁ ଜଣେ ଝିଅ ପ୍ରେମ ବିବାହ କରିଥିଲେ। କିନ୍ତୁ ଝିଅଙ୍କ ବାପା ଓ ପରିବାର ସଦସ୍ୟ ଏହାକୁ ଗ୍ରହଣ କରି ନଥିଲେ। ବିବାହର ୫ ମାସ ପରେ ଜ୍ୱାଇଁଠାରୁ ଝିଅକୁ ଅଲଗା କରିବା ପାଇଁ ଅନର୍‌କିଲିଂ ଉଦ୍ୟମ କରିଛନ୍ତି ବାପା। ପଶ୍ଚିମବଙ୍ଗରୁ ଭଡ଼ାରେ ଗୁଣ୍ଡା ଆଣି ରାତିଅଧରେ

ଡିସେମ୍ବର ମାସ ପାଇଁ କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍

ନୂଆଦିଲ୍ଲୀ ୧।୧୨ : ଆଜି ଅର୍ଥାତ୍ ଡିସେମ୍ବରରୁ ସାରା ଦେଶରେ କରୋନାଣ ନୂଆ ଗାଇଡଲାଇନ୍‌ ଲାଗୁ କରିଦିଆଯାଇଛି। ନୂଆ ଗାଇଡ଼ଲାଇନ ଆଧାରରେ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଠାରେ କରୋନା ମାମଲା ବଢ଼ିବାରେ ଲାଗିଛି, ସେଠାରେ ନାଇଟ୍‌ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଯାଇପାରେ। ଗୃହ

ଆନନ୍ଦପୁର ନିକଟରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଚାଳକ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ହସନପୁର ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଗୋରୁ ଚାଲାଣ ହେଉଥିବା ଖବର ପାଇ ରାମଚନ୍ଦ୍ରପୁର ଥାନା ପୁଲିସ ଚଢଉ କରି ଗାଡ଼ିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ଏହି

ଆଜି ଠାରୁ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ : ଆଜି ଠାରୁ କରୋନା କଟକଣା ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ। ଏହା ୫ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହାସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତଃଜାର୍ତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆରମ୍ଭ ହେବ। ହାଇକୋର୍ଟଙ୍କ

ଆସାମରେ ଜାନୁଆରୀ ୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। ଏଭଳି ସମୟରେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ମାତ୍ର ଷଷ୍ଠ,

ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା

ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ବିଚ୍ଛିନ୍ନତାବାଦୀମାନଙ୍କଠାରୁ ଟଙ୍କା ନେଇଥିବା ନେଇ ତାଙ୍କ ବାପା

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଆରଏଲ୍‌ପିର ଧମକ

ନୂଆଦିଲ୍ଲୀ,୦୧/୧୨: କୃଷି ସଂସ୍କାର ଆଇନକୁ ରଦ୍ଦ କରିବା ଦାବିରେ ଚାଷୀମାନେ ‘ଦିଲ୍ଲୀ ଚଲ୍ଲୋ’ ଅଭିଯାନ ଜାରି ରଖିଥିଲା ବେଳେ ଏନ୍‌ଡିଏ ଦଳ ଭିତରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ପୂର୍ବରୁ ଏହି ପ୍ରସଙ୍ଗରେ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏନ୍‌ଡିଏରୁ ଓହରିଯାଇଥିଲା ବେଳେ ଏବେ ଅନ୍ୟତମ ସହଯୋଗୀ

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା…

ଗୋପ : ଗୋପ ଥାନା ଅଞ୍ଚଳରେ ପୁଣି ମାତିଲେ ଛେଳି ଚୋର । ସେମାନେ ଗୋଟିଏ ରାତିରେ ୨୦ରୁ ଅଧିକ ଛେଳି ଚୋରି କରିଛନ୍ତି। ଚୋରମାନେ ବ୍ୟବହାର କରିଥିବା କାର୍‌ର ଛବି ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଆଧାରରେ ଗୋପ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋପ ଥାନା ବନ୍ତଳୀ ପଞ୍ଚାୟତର

ମସ୍ତିଷ୍କକୁ ପ୍ରବେଶ କରିପାରେ କରୋନା ଭୂତାଣୁ

ବର୍ଲିନ: କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ଆମର ଶ୍ବାସକ୍ରିୟା ବ୍ୟବସ୍ଥା (ଫୁସ୍‌ଫୁସ୍‌)କୁ ସଂକ୍ରମଣ କରୁଥିବାବେଳେ ଏହା ଏବେ ମସ୍ତିଷ୍କକୁ ସଂକ୍ରମଣ କରିବାର ନୂଆ ଆଶଙ୍କା ସୃଷ୍ଟି କରିଛି। ନୂଆ ଗବେଷଣାରୁ ଜଣାଯାଇଛି କରୋନା ଭୂତାଣୁ ନାକ ବାଟ ଦେଇ ମସ୍ତିଷ୍କକୁ ଯିବାର ଆଶଙ୍କା

ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ଝାରସୁଗୁଡ଼ା : ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ ଥିବା ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ
error: Content is protected !!
Open chat