Yearly Archives

2020

ଆମେରିକୀୟ ଉଦ୍ୟୋଗପତିଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି।

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଭାରତରେ ନିବେଶ କରିବାକୁ ଆମେରିକୀୟ ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଇଣ୍ଡିଆ ଆଇଡିଆ ସମ୍ମିଳନୀ ୨୦୨୦କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ

ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୩/୦୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍‌ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ମେକ୍‌ ଇନ୍‌ ଇଣ୍ଡିଆ

ଭଦ୍ରକ ଜିଲ୍ଲାରେ ଧାରା ଶ୍ରାବଣ ମାସରେ ଶୁଖିଲା ପଡିଛି ଚାଷଜମି,ବର୍ଷା ଅଭାବରୁ ଧାନତଳି ନଷ୍ଟ ହେବାକୁ ବସିଛି।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୩/୦୭ : ଧାରା ଶ୍ରାବଣମାସରେ ବର୍ଷା ବିନା ଶୁଖିଲା ପଡିଛି ଚାଷଜମି । ପାଣି ବିନା ଚାଷ ଜମି ଫାଟି ଆଁ କଲାଣି, ଏ ଦୃଶ୍ଯ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନାଦରପୁର ଆଦି ଅଞ୍ଚଳର, ଚୈତ୍ର ବୈଶାଖରେ ଅଦିନିଆ ମେଘ ଯୋଗୁଁ ଚାଷ

ଭାରତର ବୈଦେଶିକ ନୀତି ନିରପେକ୍ଷ ରହିବ ବୋଲି ଆଶା କରୁଛୁ : ଚୀନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଚୀନ ସହ ବିବାଦ ପରେ ଭାରତ ଧୀରେ ଧୀରେ ଆମେରିକା ଢଳୁଥିବାରୁ ଆଗାମୀ ଦିନରେ ବିଶ୍ୱର ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବା ଆଶା କରାଯାଉଛି । କିନ୍ତୁ ଚୀନ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛି । ଚୀନ ପକ୍ଷରୁ ବୁଧବାର ଦିନ କୁହାଯାଇଛି ଯେ

ରେକର୍ଡ ମୁହାଁ ଓଡ଼ିଶା : ଆଜି ରାଜ୍ୟରେ ପୁଣି ୧୨୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ !! – ମୋଟ‌ ଆକ୍ରାନ୍ତଙ୍କ…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ରାଜ୍ୟରେ ଆଜି ପୁଣି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି ପାଇଛି। ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି

ରାଉରକେଲାର ଆଇଜିଏଚରେ ଖୋଲିବ ପ୍ଲାଜମା ବ୍ୟାଙ୍କ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଉରକେଲାରରେ ଆଇଜିଏଚ ଖୋଲିବ ପ୍ଲାଜମା ବ୍ୟାଙ୍କ । ଏହାଦ୍ୱାରା ପଶ୍ଚିମ ଓଡିଶାର ବିିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ସୁନ୍ଦରଗଡ ଜିଲ୍ଲାର କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା କରି

ପ୍ରତିଦିନ ନୂଆ ରେକର୍ଡ଼ ପଥେ ଭାରତ : ଦେଶରେ ଆଜି ରେକର୍ଡ଼ ସଂଖ୍ୟକ ସର୍ବାଧିକ ୪୫, ୭୨୦ ଜଣ ନୂଆ କରୋନା ଆକ୍ରାନ୍ତ…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ଆଜି ବି ଦେଶରେ ୪୫, ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୩୮, ୬୩୫ କୁ ବୃଦ୍ଧି ପାଇଛି ଏବଂ ୪, ୨୬, ୧୬୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୭, ୮୨, ୬୦୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ

କଟକ ସହରରୁ ଆଉ ୫୪ କରୋନା ପଜିଟିଭ୍ ଚିହ୍ନଟ : ୩୨ କରୋନା ଆକ୍ରାନ୍ତ ସହ ଚିନ୍ତା ବଢ଼ାଇଲା ଖଟବିନ ସାହି

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୩/୦୭: ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସହରରୁ ପୁଣି ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୫୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ

ବୈତରଣୀ ନଦୀ ଗର୍ଭକୁ ଧସିଲା ୨୦୦ ଫୁଟର ନଦୀବନ୍ଧ, ଭୟଭୀତ ଅବସ୍ଥାରେ ନଦୀ କୂଳିଆ ଗ୍ରାମ ବାସୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଚାନ୍ଦବାଲି ୨୩/୦୭: ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧ ଆଜି ସକାଳ ସମୟରେ ନିକଟସ୍ଥ ସମୁଦ୍ରରୁ ଆସିଥିବା ଜୁଆର ଢେଉ ମାଡରେ ପାଖାପାଖି 200ଫୁଟର ଧସିଯାଇଛି । ଯାହାକୁ ନେଇ ସ୍ଥାନୀୟ ନଦୀକୂଳିଆବାସୀ ଭୟଭିତ

ଭଙ୍ଗାଯିବ ନାହିଁ ଶ୍ରୀଜିଉଙ୍କ ରଥ : ସ୍ମରଣୀୟ ରହିବ ୨୦୨୦ ରଥଯାତ୍ରା

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୩/୦୭ : ରଥଯାତ୍ରା-୨୦୨୦ ସ୍ମରଣୀୟ ହୋଇରହିବ । ବିଶ୍ୱ ବିଖ୍ୟାତ ପୁରୀ ରଥଯାତ୍ରାର ଆକର୍ଷଣ କୁହାଯାଉଥିବା ଶ୍ରୀଜିଉଙ୍କ ତିନି ରଥକୁ ଚଳିତ ଥର ଭଙ୍ଗାଯିବ ନାହିଁ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ
error: Content is protected !!
Open chat