ବିଶ୍ୱର ପ୍ରଥମ କରୋନା ଭ୍ୟାକସିନର ‘ହ୍ୟୁମାନ ଟ୍ରାଏଲ’ କଲା ଚୀନ : ବିନା ମଞ୍ଜୁରୀରେ ପରୀକ୍ଷଣ କରୁଛି…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ବିଶ୍ବରେ କରୋନାର ସବୁଠାରୁ ପ୍ରଥମେ ଭ୍ୟାକସିନ୍ ତିଆରି କରିବା ପାଇଁ ଚୀନର ଏକ କମ୍ପାନୀ ପରୀକ୍ଷଣ ଭାବରେ ନିଜର କର୍ମଚାରୀଙ୍କୁ କୋଭିଡ୍-୧୯ ଭ୍ୟାକସିନ୍ ଦେଇଛି। କୁହାଯାଉଛି ଯେ, ଏଥିପାଇଁ କମ୍ପାନୀକୁ କୌଣସି ଅନୁମତି ମିଳିନାହିଁ। ଦ୍ରୁତ!-->…
