ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅର୍ଥାଭାବ ଭେଳିକି : ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ତଥ୍ୟ ଉପସ୍ଥାପନା –…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ଚର୍ଚାରେ ଓଡ଼ିଶାର ଅଲିମ୍ପିଆନ ତଥା ଆଥଲେଟ ଦୂତୀ ଚାନ୍ଦ।ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍ଡବ୍ଲୁ କାର୍ ବିକ୍ରି କରିବାକୁ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା!-->…
