ଶ୍ରୀମନ୍ଦିର ରତ୍ନ ସିଂହାସନ ସୁରକ୍ଷିତ ରହିଛି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର
ପୁକଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୧୩/୦୭:ସିଂହାସନ ଡାହାଣ ପାଖ ପଦ୍ମ ପାଖୁଡାରେ କ୍ଷେତ ହୋଇଥିବା ନେଇ ଜଣେ ସେବାୟତଙ୍କ ଅଭିଯୋଗ ଉପରେ ଯାଞ୍ଚ କରାଯାଇଛି।
ଏହି ପଦ୍ମ ପାଖୁଡାର ସ୍ଥିତି ଜାଣିବାକୁ, ଏଏସ୍ ଆଇ ସହ ଶ୍ରୀମନ୍ଦିର ପ୍ରଶାସନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନ ସିଂହାସନ!-->!-->!-->!-->!-->…
