ଦେଶର ସମସ୍ତ ପଞ୍ଜିକୃତ ଡାକ୍ତର କୋଭିଡ୍ ଟେଷ୍ଟ ଲାଗି ସୁପାରିସ କରିପାରିବେ : କେନ୍ଦ୍ର ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ,ଏଣିକି ଘରୋଇ ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ମଧ୍ୟ କରୋନା ଟେଷ୍ଟ ହୋଇପାରିବ। ଆଗରୁ କେବଳ ସରକାରୀ!-->!-->!-->…
