Yearly Archives
2020
ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲକୁ ସିଲ୍ କଲା ବିଏମ୍ସି
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୦୨/୦୭:ଭୁବନେଶ୍ବର ର ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ବିଏମ୍ସି। କରୋନା କଟକଣା ଠିକ୍ ଭାବେ ପାଳନ ନ ହେବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମ୍ସି । ଅନଲକ୍ 2,.0ରେ ରାଜ୍ୟସରକାର ଘରୋଇ ହସ୍ପିଟାଲ ପାଇଁ ନୂତନ!-->!-->!-->…
କବିସୂର୍ଯ୍ୟନଗର : କେହି ନେଲେନି,ଜେସିବି ସାହାଯ୍ୟରେ ପୋତା ହେଲା ଶବ
ଗଞ୍ଜାମ, (କଳିଙ୍ଗ ଜ୍ୟୋତି), ୦୨/୦୭ : କରୋନା ଯୋଗୁଁ ମାନବିକତା ମଧ୍ୟ ହଜିଯାଉଥିବା ଦେଖାଯାଉଛି। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ। କରୋନା ମହାମାରୀ ଯୋଗୁଁ କେବଳ ଲୋକେ ମରୁଛନ୍ତି ନୁହେଁ ଦୟନୀୟ ଅବସ୍ଥାରେ ସେମାନଙ୍କର ମର ଶରୀରକୁ ସତ୍କାର!-->…
ବେଆଇନ ଗୋ ହତ୍ୟା ଓ ଗୋ ମାଂସ ବିକ୍ରି ଅଭିଯୋଗ ରେ ରାଜଗାଙ୍ଗପୁର ଥାନା ରେ ତିନି ଅଟକ
ବେଆଇନ ଗୋ ହତ୍ୟା ଓ ଗୋ ମାଂସ ବିକ୍ରି ଅଭିଯୋଗ ରେ ରାଜଗାଙ୍ଗପୁର ଥାନା ରେ ତିନି ଅଟକ(ରାଜଗାଙ୍ଗପୁର ରୁ କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜୀତ ସ୍ୱାଇଁ ଙ୍କ ରିପୋର୍ଟ) ।ଖବର ନେବାରେ ଜଣା ପଡ଼ିଛି ଯେ ,୧ ତାରିଖ ପ୍ରାୟ ସକାଳ ୯ଟା ସମୟରେ ରୁମାବାହାଲ ନିକଟରେ ଥିବା କାଜୁ ବଣ ରେ କିଛି!-->…
କରୋନା କବଳରେ ପ୍ରମୁଖ ସରକାରୀ ଅଫିସ : ଲୋକସେବା ଭବନ ସମେତ ୩ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ପ୍ରବେଶ ମନା
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ତେଣୁ ଆସନ୍ତା ୩୧!-->…
ସରକାରୀ ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୨/୦୭ : ଉତ୍ତର ପ୍ରଦେଶ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ରୋଡ଼ ସ୍ଥିତ ସରକାରୀ ଆବାସ ଖାଲି ଅରିବାକୁ ଆଦେଶ ଦିଆଯାଇଛି । ଆଦେଶ ପରେ ଅନୁମାନ କରାଯାଉଛି ଯେ ପ୍ରିୟଙ୍କା ଉତ୍ତର ପ୍ରଦେଶ ସ୍ଥାନାନ୍ତର କରିପାରନ୍ତି । କିନ୍ତୁ ସୂତ୍ର!-->…
ସୀମାରେ କୋଡ଼ିଏ ହଜାର ସେନା ମୁତୟନ କଲା ପାକିସ୍ତାନ : ଷଡ଼ଯନ୍ତ୍ର ପଛରେ ଚୀନ୍ର ରଣନୀତି
ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୦୨/୦୭ : ଗତ ୩ ଦିନ ମଧ୍ୟରେ ଗିଲ୍ଗିଟ୍ ବାଲ୍ତିସ୍ତାନ ଅଂଚଳରେ ପାକିସ୍ତାନ ପ୍ରାୟ ୨୦ ହଜାର ସେନା ମୁତୟନ କରିଥିବାରୁ ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରୁଛି। ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭାରତକୁ!-->…
ଭୁବନେଶ୍ୱରରେ ସ୍ଥିତି ବିଗିଡିବାରେ ଲାଗିଛି। ବସ୍ତି ଅଂଚଳର ବଢ଼ୁଛି କରୋନା ।
କଳିଙ୍ଗଜ୍ୟୋତି ଭୁବନେଶ୍ୱର ୦୨/୦୭ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ବସ୍ତି ଅଂଚଳର ବଢ଼ୁଛି କରୋନା । ପ୍ରତ୍ୟକ ଦିନ ନୂଆ ନୂଆ ବସ୍ତିରୁ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ବୁଧବାର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଥିବା ତାଲିକାରେ ଯୋଡି!-->!-->!-->…
ଚୀନ୍ ବିରୋଧରେ ଭାରତ ଅନ୍ତର୍ଜାତୀୟ ମେଣ୍ଟ ଗଠନ କରିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୭: ଟିକ୍ଟକ୍, ୟୁସି ବ୍ରାଉଜର ଏବଂ କ୍ୟାମ୍ ସ୍କାନର ସମେତ ୫୯ ଚୀନ୍ ମୋବାଇଲ୍ ଆପ୍କୁ ନିଷିଦ୍ଧ କରିବାପରେ ଭାରତ ଚୀନ୍ ବିରୋଧରେ ଆହୁରି ଅଧିକ କଡ଼ା ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ଚୀନ୍ ବିରୋଧରେ ଭାରତ ଏବେ ଅନ୍ୟ!-->!-->!-->…
ଭାରତକୁ ସୈନ୍ୟ ସହାୟତା ଦେବାକୁ ଫ୍ରାନ୍ସର ଘୋଷଣା
ନୂଆଦିଲ୍ଲୀ : ଗୋଟିଏ ପଟେ ଚୀନ୍ ପୂର୍ବ ଲଦାଖରେ ସୈନ୍ୟ ଠୁଳ କରି ଚାଲିଥିବାବେଳେ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ୨୦ ହଜାର ପାକ୍ ସୈନ୍ୟ ମୁତୟନ ହୋଇଥିବା ଜଣାପଡ଼ିଛି। ଭାରତକୁ ଦୁଇପଟରୁ ଘେରିବା ପାଇଁ ଚୀନ୍ ଇସାରାରେ ପାକ୍ ସେନା ଏହି ନିଷ୍ପତ୍ତି ନେଇଥିବା ଗୁଇନ୍ଦା ସୂତ୍ରରୁ!-->!-->!-->…
