Yearly Archives

2020

ରାଜଧାନୀରେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ପଜିଟିଭ !

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୨/୦୭: ରାଜଧାନୀର ଜଣେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ଆକ୍ରାନ୍ତ ବାହାରିଛନ୍ତି । ଏଥିସହ ଆଜି ରାଜଧାନୀରୁ ଆଉ ୧୧ ନୂଆ ପଜିଟିଭ୍‌ ବାହାରିବେ ବୋଲି ସୂଚନା ମିଳିଛି । ବୁଧବାର ୧୨ ପଜିଟିଭ୍‌ ବାହାରିଥିଲେ। ଦୁଇ ଦିନରେ ୨୨ରୁ ଅଧିକ ଆକ୍ରାନ୍ତ

ଆଜି ମହାପ୍ରଭୁଙ୍କ ସୁନାବେଶ – ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୦୨/୦୭ : ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଆଜି ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ରଥ ଉପରେ ଦର୍ଶନ

ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହର ଙ୍କ ଇସ୍ତଫା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୨/୦୭:ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଶଶାଙ୍କ ମନୋହର। ଶଶାଙ୍କ ଦୁଇବର୍ଷର କାର୍ଯ୍ୟକାଳ ପରେ ନିଜ ପଦ ଛାଡ଼ିଛନ୍ତି। ତାଙ୍କ ସ୍ଥାନରେ ଭାଇସ୍ ଚେୟାରମ୍ୟାନ୍ ଥିବା ହଂକଂର ଇମ୍ରାନ ଖ୍ୱାଜା

ଆମେରିକା କରୋନା ରକ୍ଷାକାରୀ ଔଷଧ ରେମଡେସିବିର ର ୫,୦୦,୦୦୦ ରୁ ଅଧିକ ଡୋଜ ୩ମାସ ପାଇଁ କିଣିନେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୨/୦୭: କୋଭିଡ -୧୯କୁ ହରାଇବାରେ ସଫଳ ହୋଇଥିବା ଔଷଧ ରେମଡେସିବିର ର ପ୍ରାୟ ସମସ୍ତ ଷ୍ଟକକୁ ଆମେରିକା ପରବର୍ତ୍ତୀ ତିନିମାସ ପାଇଁ କ୍ରୟ କରିଛି | ଏଭଳି ହେବା ଦ୍ୱାରା ବ୍ରିଟେନ, ୟୁରୋପ କିମ୍ବା ବିଶ୍ୱର ଅଧିକାଂଶ ଦେଶ ମାନେ ଏହି ଔଷଧ ପାଇଁ ପାରିବେ

କୋଭିଡ୍ ଯୁଦ୍ଧରେ ଜନପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ମୁଖ୍ୟମନ୍ତ୍ରୀ

କଳିଙ୍ଗ ଜ୍ୟୋତି ଭୁବନେଶ୍ବର ୦୨/୦୭:ଭୁବନେଶ୍ୱର: ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି। ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି। ଓଡ଼ିଶାର ମୃତ୍ୟୁହ‌ାର ବି କମ୍ ରହିଛି। ଏହା ଲୋକଙ୍କ ସହଯୋଗ, ଜନପ୍ରତିନିଧି ଓ ସରାକାରୀ କର୍ମଚାରୀଙ୍କ ପରିଶ୍ରମର ଫଳ। କୋଭିଡ

ନିଖୋଜ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ରାଉରକେଲା / ଅନୁଗୁଳ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : କିଛି ଦିନର ଲୁଚକାଳି ପରେ, ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ

ଲଜ୍ଜା : ବୀରମିତ୍ରପୁର ଅଞ୍ଚଳରେ ପୁଣି ନାବାଳିକାଙ୍କୁ ଅସଦାଚରଣ

ବୀରମିତ୍ରପୁର / ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ

ଭାରତ ପରେ ଏବେ ଆମେରିକାର ପ୍ରହାର : ଚୀନର ହୁଓ୍ୱାଇ ଏବଂ ଜେଟିଇ ଉପରେ ରୋକ

ନୂଆଦିଲ୍ଲୀ / ଓ୍ୱାଶିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ହୁଓ୍ୱାଇ ଏବଂ ଜେଟିଇର ଚୀନ୍ ସାମରିକ ଏବଂ ଗୁପ୍ତଚର ବିଭାଗ ସହ ସମ୍ପର୍କ ରଖିଥିବା ଆମେରିକା ସରକାର କହିଛନ୍ତି। ଭାରତ ପରେ ଏବେ ଆମେରିକା ଚୀନର ହୁଓ୍ୱାଇ ଏବଂ ଜେଟିଇ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ୟୁସି

ଚାଇନା ଆପରେ ପ୍ରତିବନ୍ଧକ ଲାଗିବା ପରେ ପ୍ରଧାନମନ୍ତ୍ରୀ ନିଜର ‘ୱାଇବୋ’ ଆକାଉଣ୍ଟ ହଟାଇଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତରେ ‘ୱାଇବୋ’ ଆପ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ନିଜର ଆକାଉଣ୍ଟ ହଟାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍‌ କରିଥିବା ଆକ୍ରମଣର ଜବାବ ଦେବା ପାଇଁ ଭାରତ ଗୋଟେ ପରେ ଗୋଟେ ପଦକ୍ଷେପ ନେବା ଆରମ୍ଭ କରିଛି
error: Content is protected !!
Open chat