Yearly Archives

2020

ବିଜେଡିରେ ବଡ଼ ପରିବର୍ତ୍ତନ : ସୁପ୍ରିମୋ ଘୋଷଣା କଲେ ସାଙ୍ଗଠନିକ ନବକଳେବର

ଭୁବନେଶ୍ୱର : ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସୁପ୍ରିମୋ । ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ସୁପ୍ରିମୋ ଆଠଜଣ ବରିଷ୍ଠ ଉପସଭାପତି ଓ ପ୍ରଥମ ଥର ପାଇଁ ୯ଜଣ

ଭିସୁଟ୍, ବୁର୍ଲା ଜୁଲାଇ ୩ ଯାଏଁ ସଟ୍ ଡାଉନ୍ : ଅଧ୍ୟାପିକା କୋଭିଡ୍ ପଜିଟିଭ୍ !

ସମ୍ବଲପୁର, (କଳିଙ୍ଗ ଜ୍ୟୋତି), ୧।୭ : ଆସନ୍ତା ୩ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ । ପ୍ରଥମେ ଅଧ୍ୟାପିକାଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅଧ୍ୟାପିକାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କ ଅଡୁଆ ବଢିଲା, ଇସ୍ତଫା ଦାବି : ଭାରତ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତ ବିରୋଧୀ ମନ୍ତବ୍ୟ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିଜ ଦଳରୁ ତାଙ୍କ ବିରୋଧରେ ବିଦ୍ରୋହର ସ୍ୱର ତେଜିବାରେ ଲାଗିଛି। ଏବେ ଓଲିଙ୍କ ଇସ୍ତଫା ଦାବି କରିଛି ତାଙ୍କ ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି। ଏହା ମଧ୍ୟରେ

ସାଇବର ହ୍ୟାକରର୍ସ ଙ୍କ ଟାର୍ଗେଟରେ ‘ଗୁଗଲ କ୍ରୋମ’ : ସତର୍କ କଲା ସାଇବର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : 'ଗୁଗଲ କ୍ରୋମ' ଉପରେ ଆକ୍ରମଣ କରିପାରନ୍ତି ହ୍ୟାକର, ସତର୍କ ରହିବା ପାଇଁ କହିଲା ସାଇବର ସୁରକ୍ଷା ଏଜେନ୍ସି । କମ୍ପାନୀ କହିଛି ଯେ, ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ

କଟକରେ ମାଡିଚାଲିଛି କରୋନା : ଆଜି ସହରାଞ୍ଚଳରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ

କଟକ, (କଳିଙ୍ଗ ଜ୍ୟୋତି) ୦୧/୦୭ : କଟକ ଜିଲ୍ଲାରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଅଛନ୍ତି କଟକ ମହାନଗର ନିଗମ ଅଞ୍ଚଳର । କଟକ ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି । ୭ଜଣଙ୍କ ମଧ୍ୟରୁ ୬ଜଣ

ଜାମ୍ମୁ-କାଶ୍ମୀର : ଆଜି ସିଆରପିଏଫ ରୋଡ୍‌ ଓପନିଂ ଟିମ୍‌ ଉପରେ ଆତର୍କିତ ଆତଙ୍କବାଦୀ ଆକ୍ରମଣ

ଜାମ୍ମୁ / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ସିଆରପିଏଫର ଏକ ରୋଡ୍‌ ଓପନିଂ ପାର୍ଟି ଓ ପୁଲିସ କର୍ମଚାରୀ ମିଳିତ ଭାବେ ସୋପୋର ମଡେଲ ଟାଉନର ବାଇପାସ ନିକଟରେ ଚେକ୍‌ ପୋଷ୍ଟ ବସାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି

ମାଡିଚାଲିଛି କରୋନା : ଆଜି ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୨୫୧

ଅଶାନ୍ତ ଚୀନ : ଭୁଟାନ ସହ ଅରମ୍ଭ କଲା ନୂଆ ସୀମା ବିବାଦ !!

ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭୁଟାନର ସକ୍‌ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅନୁଦାନ ପ୍ରଦାନ ପ୍ରସଙ୍ଗ ଉଠିବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଭାରତକୁ ଲାଗିଥିବା ପୂର୍ବ ଭୁଟାନର ଟ୍ରାଶିଗଙ୍ଗ ଜିଲାରେ ଏହି ଅଭୟାରଣ୍ୟ ଅବସ୍ଥିତ। ଏହି ଅଞ୍ଚଳ ବିବାଦୀୟ ବୋଲି ଚାଇନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବାହୁଡ଼ାଯାତ୍ରାର ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୧/୦୭ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ବିନା ଭକ୍ତ ଓ କଟକଣା ଭିତରେ ଗୁଣ୍ଡିଚାଯାତ୍ରା କରିବା ଭଳି ବାହୁଡ଼ା ଯାତ୍ରା ମଧ୍ୟ କରାଯାଉଛି । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବାହୁଡ଼ାଯାତ୍ରାରେ ଅଭିନନ୍ଦନ ଜଣାଇଛନ୍ତି

ଦିଲ୍ଲୀ ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ବଡ ନିଷ୍ପତ୍ତି : ଦିଲ୍ଲୀରେ ଚୀନ୍ ନାଗରିକଙ୍କୁ ମିଳିବନି ଟ୍ୟାକ୍ସି ସେବା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୧/୦୭: ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଧିରେ ଧିରେ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଚୀନ ସମାଗ୍ରୀ ବର୍ଜନର ନାରା ଜୋର ଧରିଛି। ଏପରି ପରିସ୍ଥିତିରେ ଦିଲ୍ଲୀ ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ବଡ ନିଷ୍ପତ୍ତି ନେଇଛି। ଟୁର୍ ଏଣ୍ଡ
error: Content is protected !!
Open chat