Yearly Archives

2020

‘ଫେସବୁକ୍’ ଓ ‘ହ୍ବାଟ୍ସଆପ’କୁ କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ : ସଂସଦୀୟ କମିଟି ତଦନ୍ତ ଦାବି କଲା କଂଗ୍ରେସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଫେସବୁକ୍’ ଓ ‘ହ୍ବାଟ୍ସଆପ’କୁ ନେଇ ଏବେ ଦେଶବ୍ୟାପୀ ସୃଷ୍ଟି ହୋଇଛି ବିବାଦ । ଫେସବୁକ୍ ବିଜେପି ଓ ଆରଏସଏସ୍ ନେତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି କଂଗ୍ରେସ ଏହାର ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ତଦନ୍ତ

ରାଜଗାଙ୍ଗପୁର: ବିଧାୟକଙ୍କ ଦ୍ଵାରା ହସ୍ପିଟାଲ ଓ ବିଭିନ୍ନ ସରକାରୀ ଅଫିସ ମାନଙ୍କରେ ସେନସରଯୁକ୍ତ ସ୍ୱୟଂଚାଳିତ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୭/୦୮ : ଦୀର୍ଘ ଦିନ ହେବ ସାରା ବିଶ୍ୱରେ ଚୀନରୁ ସୃଷ୍ଟି ହୋଇଥିବା କରୋନା ମହାମାରୀର ଆତଙ୍କ ତାର ତାଣ୍ଡବ ରଚି ଚାଲିଛି । ଶିଶୁ ଠାରୁ ବୃଦ୍ଧ-ବୃଦ୍ଧା ସମସ୍ତେ ତାର ପ୍ରଭାବରେ ପ୍ରଭାବିତ। ଏଥିରୁ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର

ପରଲୋକରେ ‘ପଣ୍ଡିତଜୀ’ : ବିଶିଷ୍ଟ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮: ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତି ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି । ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ନିଉ ଜର୍ସିରେ ଦେହାନ୍ତ ହୋଇଯାଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡରଗଡି ପଞ୍ଚାୟତ ପାର୍କ : ଏବେ ଗାଁ ଲୋକ ପାଇବେ ଚିତ୍ତବିନୋଦନ ଲାଗି ସହର ଭଳି…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୭/୦୮: ଏବେ କାଣ୍ଡରଗଡି ଗାଁ ଲୋକେ ମଧ୍ୟ ନେଇପାରିବେ ସହର ଭଳି ପାର୍କର ମଜା । ସନ୍ଧ୍ୟା ହେଲେ ବସି ଚିତ୍ତବିନୋଦନ କରିିିିିବା ସହ ସମୟ ଅତିବାହିତ କରି ନିଜର ମନକୁ ଶାନ୍ତ କରିପାରିବେ । ରାଜ୍ୟ ସରକାରଙ୍କ ତରଫରୁ

ରାହୁଲ ଗାନ୍ଧୀଙ୍କୁ ବିଜେପିର ତେରଛାବାଣ: “ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା” – ଭାଜପା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ଉପରେ ଅଭିଯୋଗ ଆଣିିଥିଲେ

ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ: ଧାର୍ଯ୍ୟ ତାରିଖରେ ହିଁ ହେବ ଜେ.ଇ.ଇ-ମେନ‌ ଓ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜେଇଇ-ମେନ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି

‘ଡି୬୧୪ଜି’ ଭୂତାଣୁ : କରୋନା ଭୂତାଣୁ ଠାରୁ ୧୦ ଗୁଣ ଅଧିକ ମାରାତ୍ମକ ଭାଇରସ – ମାଲେସିଆରେ ଠାବ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ଏବେ ମାଲେସିଆ ଯେଉଁ ତଥ୍ୟ ଦେଇଛି, ତାହା ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ଚାଇନାର ଉହାନରେ କରୋନା ଭାଇରସର ଯେଉଁ ଷ୍ଟ୍ରେନ ଠାବ କରାଯାଇଥିଲା, ତା’ଠାରୁ ଅଧିକ ୧୦ ଗୁଣ ଅଧିକ ଭୟଙ୍କର ଏକ କରୋନା ଭୂତାଣୁ ଠାବ ହୋଇଛି।

ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ: ନିଜେ ଟ୍ୱିଟ୍ କରି ସୂଚନା ଦେଲେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ନମୁନା

ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ପୂଣ୍ୟତିଥିରେ ଗଭୀର…

ଓଡିଶାର ବିକାଶ କ୍ଷେତ୍ରରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ: ସମୀର ମହାନ୍ତି : ସମୀର ମହାନ୍ତି ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ବିସ୍ଫୋରକ ବୟାନ : କହିଲେ ମମତା ସରକାର ରାଜଭବନ ଉପରେ ଗୁଇନ୍ଦା ନଜର ରଖୁଛନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ କୋଲକାତା ୧୭/୦୮ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମତଭେଦ ମଧ୍ୟରେ ରବିବାର ରାଜ୍ୟପାଳ ଏକ ବିସ୍ଫୋରକ ବୟାନ ରଖିଛନ୍ତି। ରାଜ୍ୟପାଳ ଜଗଦୀପ ଧନଖଡ ମମତା ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ରାଜଭବନ ଉପରେ ଗୁଇନ୍ଦା ନଜର
error: Content is protected !!
Open chat