Yearly Archives

2020

ରାଖୀ ପୂର୍ଣ୍ଣିମାରେ ସୋନୁଙ୍କ ଆଉ ଏକ ମହାନତାର କାହାଣୀ : ଝୁମ୍ପୁଡ଼ିରେ ରହୁଥିବା ମହିଳାଙ୍କୁ ସୋନୁ ଘରଟିଏ ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୮: କରୋନା ମହାମାରୀ ସମୟରେ ଦେଶବ୍ୟାପି ଲକଡାଉନ୍ ଆରମ୍ଭ ହେବା ପରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେ। ଏହି ସମୟରେ ସେମାନେ ଅକଥନୀୟ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ତେବେ ଯେଉଁ କତିପୟ ସେଲିବ୍ରିଟି ଶ୍ରମିକଙ୍କ ସାହାଯ୍ୟ ଲାଗି

ରାଜ୍ୟବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ : ଆସନ୍ତାକାଲି ସଂଧ୍ୟା ୬ଟାରେ କୋଭିଡ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ଆସନ୍ତାକାଲି ବୁଧବାର, ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସମସ୍ତ ରାଜ୍ୟବାସୀ ଏକ ମିନିଟ ନୀରବ ପ୍ରାର୍ଥନା

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା : ଏଇ ମାସ ତୃତୀୟ ସପ୍ତାହ ବେଳକୁ +୨ ବିଜ୍ଞାନ ଓ ବାଣିଜ୍ୟ ଏବଂ ଅଗଷ୍ଟ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : କରୋନା ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ଦେଖା ବିଳମ୍ବିତ ହୋଇଛି । ସେଥପାଇଁ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି । ହେଲେ ଖାତା ଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଗଷ୍ଟ ତୃତୀୟ ସପ୍ତାହ ବେଳକୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : କୋଭିଡ୍ ୧୯ ଲକ୍ଷଣ ଦେଖାଯିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନମୁନା ପରୀକ୍ଷଣ କରାଇଥିଲେ ଏବଂ ଆଜି କରୋନା ରିପୋର୍ଟ ପଜିଟିଭ୍ ଆସିଛି।  ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ

ସର୍ବଭାରତୀୟ ଲୋକସେବା ପରୀକ୍ଷାଫଳ ପ୍ରକାଶିତ : କୃତକାର୍ଯ୍ୟ ହେଲେ ୮୨୯ ଜଣ ପରୀକ୍ଷାର୍ଥୀ, ଟପଟେନରେ ଓଡ଼ିଶାରୁ ୨ ଜଣ

ଭୁବନେଶ୍ୱର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ଏସ ଆଦି ବିଭିନ୍ନ ସର୍ବଭାରତୀୟ ସେବା ବର୍ଗରେ ନିଯୁକ୍ତି ଲାଗି ଭାରତୀୟ ଲୋକସେବା ଆୟୋଗ ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ସମୁଦାୟ

ସିବିଆଇ ହାତକୁ ଗଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ତଦନ୍ତ ପାଇଁ କଲେ…

ପାଟ‌ନା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମଙ୍ଗଳବାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ପରିବାରର ସହମତି କ୍ରମେ ଘଟଣାର ସିବିଆଇ

ବାସୁଦେବପୁର : ପାରିବାରିକ ବିବାଦ ଓ ଜମିବାଡି ଭାଗବଣ୍ଟ।କୁ କେନ୍ଦ୍ରକରି ଯୁବକଙ୍କୁ ନୃଶଂସ ହତ୍ୟା ଅଭିଯୋଗ

ବାସୁଦେବପୁର/ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୮ : ବାସୁଦେବପୁର ବ୍ଲକ ଅନ୍ତର୍ଗତ କୁମାରପୁରରେ ପାରିବାରିକ ବିବାଦ ତଥା ଜମିବାଡି ଭାଗବଣ୍ଟ।କୁ କେନ୍ଦ୍ରକରି ଜଣେ ମତ୍ସ୍ଯଜୀବି ଯୁବକଙ୍କୁ ପିଟି ପିଟି ଅତିନୃଶଂସ ଭାବେ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର

କୋକସରା : ଯୁବକର ଏକତରଫା ପ୍ରେମର ଦୁଃଖଦ ପରିଣତି – ମାନସିକ ଚାପଗ୍ରସ୍ତ ହୋଇ ଶେଷରେ ନାବାଳିକାଙ୍କ ଆତ୍ମହତ୍ୟା

ଧର୍ମଗଡ଼ / କୋକସରା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୮ : ଯେଉଁ ହାତରେ ଆଜି ଭଉଣୀ ରାଖୀ ବାନ୍ଧି ଥାନ୍ତା ସେହି ହାତ ଆଜି ଭଉଣୀ ର ଶବ ଉଠେଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବା କୁ ମିଳିଛି କୋକସରା ଥାନା ତେଣ୍ଡାପାଲି ପଞ୍ଚାୟତ ଶାଗବାହାଲି ଗ୍ରାମ ରେ । ସୂଚନା ଅନୁସାରେ,

ଏଣିକି ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ଭାରତରେ ହୋଇପାରିବ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ୨୦୧୭ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ

ସାବଧାନ !! ଚାଇନାରୁ ଆସୁଛି ରହସ୍ୟମୟ ମଞ୍ଜି : ଘାରୁଛି ଚୀନ ପ୍ରାୟୋଜିତ ଆଉ ଜୈବ ଆତଙ୍କବାଦର ଭୟ !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ବିଭିନ୍ନ ଦେଶର ଲୋକମାନେ ପାର୍ସଲ ମାଧ୍ୟମରେ ଏକ ରହସ୍ୟମୟ ମଞ୍ଜି ପାଉଛନ୍ତି । ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି ।
error: Content is protected !!
Open chat