Daily Archives

January 3, 2021

କରୋନା ଭ୍ୟାକସିନ୍ ନେବାକୁ Co-WIN ଆପ୍‌ରେ କରିବାକୁ ହେବ ରେଜିଷ୍ଟ୍ରେସନ୍

ନୂଆଦିଲ୍ଲୀ,୩।୧: ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଶନିବାର କରୋନା ଭ୍ୟାକସିନର ଡ୍ରାଇ ରନ୍ ଆରମ୍ଭ ହୋଇ ସାରିଛି। ଏହା ଭିତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍-୧୯ ଭ୍ୟାକସିନର ବିତରଣ ଉପରେ ନଜର, ଡାଟା ରଖିବା ଓ ଲୋକଙ୍କୁ ଭ୍ୟାକସିନ ପାଇଁ ରେଜିଷ୍ଟ୍ରେସନ୍ କରିବା

ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ୍‌ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର ୩।୧ : ଆସନ୍ତା ମେ’ ୩ରେ ମାଟ୍ରିକ ପରୀକ୍ଷା । ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ହେବ ପରୀକ୍ଷା । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ତେବେ ସ୍କୁଲ ଖୋଲିବା ପରେ ହଷ୍ଟେଲ ପିଲାଙ୍କ
error: Content is protected !!
Open chat