ଡରାଇଲା କରୋନା: ପୁଣେରେ ଫେରିଲା ନାଇଟ୍ କର୍ଫ୍ୟୁ, ୨୮ ଯାଏଁ ସ୍କୁଲ କଲେଜ ବନ୍ଦ
ପୁଣେ: କରୋନାର ଭୟାବହତା ପୁଣି ବୃଦ୍ଧି ପାଉଥିବାରୁ ପୁଣେରେ ଫେରିଲା ନାଇଟ୍ କର୍ଫ୍ୟୁ। ସୋମବାରଠାରୁ ପୁଣେରେ ରାତି ୧୧ଟାରୁ ସକାଳ ୬ଟା ଯାଏ ଜାରି ରହିବ ନାଇଟ୍ କର୍ଫ୍ୟୁ। କେବଳ ଅତ୍ୟାବଶ୍ୟକ ସେବା କଟକଣାରୁ ବାଦ୍ ପଡ଼ିବ। ଏହାସହିତ ଫେବୃୟାରୀ ୨୮ ଯାଏଁ ପୁଣେରେ ସ୍କୁଲ ଓ କଲେଜ ବନ୍ଦ ରହିବ।!-->…