ନୂତନ କୃଷି ଆଇନ ‘ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ’; ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କୁ ସମ୍ମାନ ଦେଉଛନ୍ତି ଏବଂ ତିନିଟି ବିବାଦୀୟ ଚାଷ ଆଇନ ଉପରେ ସେମାନଙ୍କର ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଘୋଷଣା କରିଛନ୍ତି। ଏଥିସହ ଏହି ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ!-->…